Wednesday 1st May 2024
BRO ରେ ବାହାରିଛି ବଡ଼ ପଦବୀ, ୧୩ ଫେବୃଆରୀ ଆବେଦନର ଶେଷ ତାରିଖ

BRO ରେ ବାହାରିଛି ବଡ଼ ପଦବୀ, ୧୩ ଫେବୃଆରୀ ଆବେଦନର ଶେଷ ତାରିଖ

ଆଜିର ସମୟରେ ଅନେକ ପିଲା ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି । ମାତ୍ର ଯେଉଁମାନେ ଦଶମ ପର୍ଯ୍ୟନ୍ତ ପଢ଼ିଛନ୍ତି ସେମାନଙ୍କର କଣ? ତେବେ ଏବେ ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଦଶମ ପର୍ଯ୍ୟନ୍ତ ପାଠ ପଢ଼ି ମଧ୍ୟ କରିପାରିବେ ସରକାରୀ ଚାକିରୀ । ସୀମା ସଡ଼କ ସଂଗଠନ (BRO ) ରେ କରିପାରିବେ ଚାକିରୀ, ଯାହାର ବିଜ୍ଞପ୍ତି ପ୍ରକାଶ କରିଛି BRO । ଆଶାୟୀ ପ୍ରାର୍ଥୀମାନେ BRO ର ଅଫିସିଆଲ ୱେବସାଇଟ୍ bro.gov.in କୁ ଯାଇ ଆବେଦନ କରିପାରିବେ ।

Border Roads Organisation

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନ କରିବାର ଆରମ୍ଭ ତାରିଖ ୨ଜାନୁଆରୀ ୨୦୨୩
• ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ୨୦୨୩
• ଆବେଦନ ଫି ଦାଖଲର ଶେଷ ଦିନ ୧୩ ଫେବୃଆରୀ ୨୦୨୩

ଯୋଗ୍ୟତା:

• ଦଶମ ପାସ୍‌
• ମେକାନିକ୍ ପୋଷ୍ଟ ଗୁଡ଼ିକ ପାଇଁ ଦଶମ ପାସ୍ ସହିତ ଓଞଓର ସାର୍ଟିଫିକେଟ୍ ରହିବା ଉଚିତ୍

ବୟସ ସୀମା:

• ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି
• ସର୍ବାଧିକ ବୟସ ସୀମା ୨୭ ବର୍ଷ ରହିଛି
• କିଛି ପୋଷ୍ଟ ପାଇଁ ସର୍ବାଧିକ ବୟସ ସୀମା ୨୫ବର୍ଷ ରହିଛି

ଖାଲିଥିବା ପଦବୀ:

• ଭେହିକିଲ୍ ମେକାନିକ୍‌-୨୬୩ ଟି ପୋଷ୍ଟ
• ଅପରେଟର୍ କମ୍ୟୁନିକେଶନ-୧୫୪ ଟି ପୋଷ୍ଟ
• MSW ମାସନ୍‌-୧୪୯ ଟି ପୋଷ୍ଟ
• MSW ଡ୍ରିଲର୍‌-୧୧ ଟି ପୋଷ୍ଟ
• ଡ୍ରାଇଭର୍ ମେକାନିକାଲ୍ ଟ୍ରାନ୍ସପୋର୍ଟ-୯ ଟି ପୋଷ୍ଟ
• MSW ପେଣ୍ଟର୍‌-୫ ଟି ପୋଷ୍ଟ
• ରେଡିଓ ମେକାନିକ୍‌- ୨ଟି ପୋଷ୍ଟ
• MSW Mess ୱେଟର୍‌-୧ଟି ପୋଷ୍ଟ

ଆବେଦନ ଶୁଳ୍କ:

• ଆବେଦନ ଶୁଳ୍କ ୫୦ଟଙ୍କା
• SC,ST ବର୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

CATEGORIES
TAGS
Share This

COMMENTS

Wordpress (0)
Disqus ( )