Wednesday 24th April 2024
ଷ୍ଟାପ୍ ସିଲେକସନ୍ କମିସନ୍ (ଏସ.ଏସ.ସି) ରେ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଷ୍ଟାପ୍ ସିଲେକସନ୍ କମିସନ୍ (ଏସ.ଏସ.ସି) ରେ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ତେବେ ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ଦୁଇଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।

ଆବେଦନ କରିବାର ଶେଷ ତାରିଖ –  ୦୮ – ୦୬ – ୨୦୨୩

ଏହି ପଦବୀ ର କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ –

୧) ପ୍ରଥମ ପଦବୀ ଲୋଆର ଡିଭିଜନ କ୍ଲର୍କ  ବା  ଜୁନିୟର ସେକ୍ରେଟେରିଏଟ୍ ଆସିଷ୍ଟାଣ୍ଡ୍  

 

 

ଦରମା – ୧୯,୯୦୦ ଟଙ୍କା ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।

ତେବେ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ପାଖାପାଖି  ୧,୬୦୦  ଟି ପୋଷ୍ଟ୍  ପାଇଁ ବାହାରିଛି ବିଜ୍ଞପ୍ତି ।

ଏହି ଲିଙ୍କ୍‌କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

SSC has announced the recruitment for 7,500 posts

ଶିକ୍ଷାଗତ ଯୋଗ୍ୟତା – 

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦ୍ୱାଦଶ ବା +୨ ପାସ୍ କରିଥିବା ଦରକାର ।

ବୟସ ସୀମା – 

ସର୍ବନିମ୍ନ – ୧୮ ବର୍ଷ

ସର୍ବାଧିକ – ୨୭ ବର୍ଷ

ଓଡିଶାରେ କେଉଁଠାରେ ହେବ ପରୀକ୍ଷା କେନ୍ଦ୍ର –

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ssc.nic.in/SSCFileServer/PortalManagement/UploadedFiles/Notice_chsl_09052023.pdf

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

https://ssc.nic.in/Registration/Home

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )