Thursday 28th March 2024
କେନ୍ଦୁଝର ଜିଲ୍ଲାରେ ଟ୍ରେନି ଫାର୍ମାସିଷ୍ଟ୍ ପାଇଁ ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

କେନ୍ଦୁଝର ଜିଲ୍ଲାରେ ଟ୍ରେନି ଫାର୍ମାସିଷ୍ଟ୍ ପାଇଁ ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ଚେନ୍ ସିରିଜ୍ ରେ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଉପଲବ୍ଧ । ଏହା ଏକ ଘରୋଇ ହସ୍ପିଟାଲ୍ । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ବର୍ତ୍ତମାନ ଟ୍ରେନି ଫାର୍ମାସିଷ୍ଟ୍ ପଦବୀ ପାଇଁ ଆପୋଲୋ ଫାର୍ମାସିରେ ବାହାରିଛି ବିଜ୍ଞପ୍ତି । ଆପୋଲୋ ହସ୍ପିଟାଲ୍ ର ଫାର୍ମାସି ଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଛି । ଆପୋଲୋ ଫାର୍ମାସି ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଆପୋଲୋ ଫାର୍ମାସି ର ବିଭିନ୍ନ ବ୍ରାଞ୍ଚରେ ଅନେକଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ କମ୍ପାନୀ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଯେଉଁଥିରେ ଆପୋଲୋ ଫାର୍ମାସି , ଆପୋଲୋ  ପ୍ରାଥମିକ ଚିକିତ୍ସା ଡାଇଗ୍ନୋଷ୍ଟିକ୍ ସେଣ୍ଟର , ଆପୋଲୋ ଟେଲିହେଲଥ୍ କ୍ଲିନିକ୍ ଏବଂ ଆପୋଲୋ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ରହିଛି ।  

 

ପଦବୀ – ଟ୍ରେନି  ଫାର୍ମାସିଷ୍ଟ 

 

ଏହି ଚାକିରୀରେ କେଉଁ ପ୍ରକାର ର ଲାଭ ଏବଂ ସୁବିଧା ପାଇପାରିବେ ?

୧) ପ୍ରତିଯୋଗିତାମୂଳକ ଦରମା ର ବ୍ୟବସ୍ଥା ଅଛି ।

୨) ଆପଣଙ୍କୁ ସୁବିଧା ଏବଂ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବ ଏହି ଚାକିରୀ ।

୩) ଏହି ପଦବୀ ପାଇଁ କମ୍ପାନୀ ର ଅନେକ ରୋଲ ବା ଦାଇତ୍ୱ ଅଛି । ତେଣୁ ଏହି ଚାକିରୀରେ ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ ।

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.apollohospitals.com/

ଚାକିରୀ କରିବାର ସ୍ଥାନ – କେନ୍ଦୁଝର ଜିଲ୍ଲା 

 

ଶିକ୍ଷାଗତ ଯୋଗ୍ୟତା –

୧) ଡିପ୍ଲୋମା ଇନ୍ ଫାର୍ମାସି କରିଥିବା ଆବଶ୍ୟକ । 

କିମ୍ବା

୨) ବ୍ୟାଚଲର ଇନ୍ ଫାର୍ମାସି କରିଥିବା ଆବଶ୍ୟକ ।

କିମ୍ବା

୩) ମାଷ୍ଟର ଅଫ୍ ଫାର୍ମାସି ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।

ପ୍ରାର୍ଥି ର ଉପରୋକ୍ତ ଫାର୍ମାସି ଡିଗ୍ରୀ ଗୁଡିକ ପିସିଆଇ ବା ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ ରେ ରେଜିଷ୍ଟ୍ରେସନ୍ ହୋଇଥିବା ଦରକାର । 

 

ଆବଶ୍ୟକଥିବା ଦକ୍ଷତା – 

୧)  ଗ୍ରାହକ / ଡାକ୍ତରଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ।

୨)  ପ୍ରେସକ୍ରିପସନ୍ ନିୟନ୍ତ୍ରଣ ବା ହ୍ୟାଣ୍ଡଲିଙ୍ଗ୍ ।

୩) କମର୍ସିଆଲ୍ ଡ୍ରଗ ଉପରେ ଅପଡେଟ୍ ରହିବା ଆବଶ୍ୟକ ।

୪ ) ରୋଗୀ / ଗ୍ରାହକଙ୍କୁ ସ୍ୱାସ୍ଥ୍ୟ, ଔଷଧର ପ୍ରତିକ୍ରିୟା ବିଷୟରେ ପରାମର୍ଶ ଦେବା ।

୫ )  ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ ।

୬) କୋଲଡ୍ ଚେନ୍ ମ୍ୟାନେଜମେଣ୍ଟ ।

 

ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-description/MjIzNTU%3D/MzEw

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-career/MjIzNTU%3D/MzEw

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )