Thursday 25th April 2024
ଦଶମ ପାସ୍ କରିଥିବା ମହିଳା ମାନଙ୍କ ପାଇଁ ବାହାରିଛି ସରକାରୀ ଚାକିରୀ ! ୨୧,୭୦୦ ରୁ  ୬୯,୧୦୦ ଟଙ୍କା ଯାଏଁ ରହିବ ଦରମା !

ଦଶମ ପାସ୍ କରିଥିବା ମହିଳା ମାନଙ୍କ ପାଇଁ ବାହାରିଛି ସରକାରୀ ଚାକିରୀ ! ୨୧,୭୦୦ ରୁ  ୬୯,୧୦୦ ଟଙ୍କା ଯାଏଁ ରହିବ ଦରମା !

ସରକାରୀ ଚାକିରୀ ଅନେକଙ୍କ ସ୍ୱପ୍ନ । ଓଡିଶାରେ ରହି ସରକାରୀ ଚାକିରୀ କରିବା ପାଇଁ କିଏ ବା ନ ଚାହେଁ । ରାଜ୍ୟରେ କେତେବେଳେ କେମିତି ସରକାରୀ ଚାକିରୀ ବାହାରେ । କିନ୍ତୁ ବହୁତ ଅଳ୍ପ ପୋଷ୍ଟ ବାହାରିଥାଏ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ ବା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ଓଡିଶାରେ ସରକାରୀ ଚାକିରୀ କରିବା ପାଇଁ ଆଶା ରଖିଥିବା ପ୍ରାଥୀ ମାନଙ୍କ  ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ମଲ୍ଟି ପରପସ୍ ହେଲତ୍ ଓ୍ୱାର୍କର ପଦବୀ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ୨୭୫୩ ଟି ଜୁମଲ୍ଟି ପରପସ୍ ହେଲତ୍ ଓ୍ୱାର୍କର ପୋଷ୍ଟ ଫାଙ୍କା ଅଛି । ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ (ଓଏସଏସଏସସି) ର ବିଜ୍ଞପ୍ତି ଅନୁଯାୟୀ ଦଶମ ପାସ୍ କରିଥିଲେ ମଧ୍ୟ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ । 

ଆବେଦନ କରିବାର ଶେଷ ତାରିଖ – ୨୫ – ୦୫ -୨୦୨୩

OSSSC recruitment of Multi Purpose Health Worker (Female)

ପଦବୀ ର ନାମ – ମଲ୍ଟି ପରପସ୍ ହେଲତ୍ ଓ୍ୱାର୍କର

 

ଦରମା –  ମାସକୁ ୨୧,୭୦୦ ରୁ  ୬୯,୧୦୦ ଟଙ୍କା ଯାଏଁ ରହିବ ।

OSSSC recruitment of Multi Purpose Health Worker (Female)

ମୋଟ ପୋଷ୍ଟ ୨୭୫୩ ଟି ପୋଷ୍ଟ ଖାଲି ଅଛି । 

OSSSC recruitment of Multi Purpose Health Worker (Female)

OSSSC recruitment of Multi Purpose Health Worker (Female)ଏହି ଲିଙ୍କ୍ ରେ କ୍ଲିକ୍ କଲେ  ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ (ଓଏସଏସଏସସି) ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.osssc.gov.in/Public/OSSSC/Default.aspx

OSSSC recruitment of Multi Purpose Health Worker (Female)

କେଉଁ ସ୍ଥାନରେ ହେବ ପରୀକ୍ଷା –

OSSSC recruitment of Multi Purpose Health Worker (Female)

 

ଶିକ୍ଷାଗତ ଯୋଗ୍ୟତା –

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦଶମ ପାସ୍ କରିଥିବା ଦରକାର ।

 

 

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ  ଏବଂ  ସର୍ବାଧିକ ବୟସ ସୀମା- ୩୮ ବର୍ଷ

 

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.osssc.gov.in/Public/Pages/Advertisements.aspx

 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

https://www.osssc.gov.in/Public/Pages/Post_detail_information.aspx

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )