Tuesday 16th April 2024
ପ୍ରୋଜେକ୍ଟ କଣ୍ଟ୍ରୋଲ୍ ଇଞ୍ଜିନିୟର ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି !

ପ୍ରୋଜେକ୍ଟ କଣ୍ଟ୍ରୋଲ୍ ଇଞ୍ଜିନିୟର ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ରାଉରକେଲା ପାଇଁ ବାହାରିଛି । 

 

ପଦବୀ ର ନାମ –

  • ଇଞ୍ଜିନିୟର ପ୍ରୋଜେକ୍ଟ କଣ୍ଟ୍ରୋଲ୍ 

 

ସ୍ଥାନ – ରାଉରକେଲା

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Engineer Project Control Rourkela !

ଶିକ୍ଷାଗତ ଯୋଗ୍ୟତା  – 

ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମା ଇନ୍  

  • ସିଭିଲ୍ ଇଞ୍ଜିନିୟରିଂ
  • ଇଲେକଟ୍ରିକାଲ୍ ଇଞ୍ଜିନିୟରିଂ
  • ମେକାନିକାଲ୍ ଇଞ୍ଜିନିୟରିଂ
  • ଇଲୋକଟ୍ରୋନିକସ୍ ଆଣ୍ଡ କମୁନିକେସନ୍ ଇଞ୍ଜିନିୟରିଂ

ଅଭିଜ୍ଞତା –

  • ୩ ବର୍ଷ ରୁ ୫ ବର୍ଷ ଥିଲେ ଭଲ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)   ଟେକ୍ନିକାଲ୍ ସ୍କିଲ୍ ।

୨) ପ୍ରୋଜେକ୍ଟ୍ ମ୍ୟାନେଜମେଣ୍ଟ୍ ସ୍କିଲ୍ ।

୩)  ଷ୍ଟେକ୍ ହୋଲଡର ମ୍ୟାନେଜମେଣ୍ଟ୍ ସ୍କିଲ୍ ।

୪) କମ୍ୟୁନିକେସନ୍ ସ୍କିଲ୍ ।

୫)  କମ୍ୟୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ଥିବା ଆବଶ୍ୟକ । 

୬) ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍ ପାଇଁ କମ୍ପ୍ୟୁଟର ସ୍କିଲ୍ ର ଆବଶ୍ୟକତା ରହିଛି ।    

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ପ୍ରୋଜେକ୍ଟ କନଷ୍ଟ୍ରକସନ୍ ଯୋଜନା ଏବଂ ରିପୋର୍ଟ କରିବା ।

୨) ଯୋଜନା ଏବଂ ରିପୋର୍ଟ ବିରୁଦ୍ଧରେ ନିଷ୍ପାଦନରେ ଫାଟଗୁଡିକର ଚିହ୍ନଟ ।

୩) ଇଣ୍ଟରଡିପାର୍ଟମେଣ୍ଟ୍ ସହାୟତା, ଉତ୍ସ ଏବଂ ବିକ୍ରେତାଙ୍କ ପାଇଁ ସମନ୍ୱୟ ରକ୍ଷା କରିବା ।

୪) ଉତ୍ସ ବ୍ୟବହାର ଏବଂ ପୁନଃ ଆବଣ୍ଟନର ହାଇଲାଇଟ୍ ର ପ୍ରଯୁଜ୍ୟ । 

୫) କ୍ୟାଡେନ୍ସ ପ୍ରତିଷ୍ଠା କରନ୍ତୁ ଏବଂ ନିୟମିତ ଅଗ୍ରଗତି ପାଇଁ ରିପୋର୍ଟ ହୋଇଥିବା ନିଶ୍ଚିତ କରନ୍ତୁ ।

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

 

Notification & Apply ( Click Here)

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Ajay kumar patra 10 months

    I am interested

  • Disqus ( )