Tuesday 19th March 2024
ଭୂବନେଶ୍ୱର ଅମରି ହସ୍ପିଟାଲ ରେ ଏଜିଏମ୍ ମେଡିକାଲ୍ ଆଡମିନିଷ୍ଟ୍ରେସନ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

ଭୂବନେଶ୍ୱର ଅମରି ହସ୍ପିଟାଲ ରେ ଏଜିଏମ୍ ମେଡିକାଲ୍ ଆଡମିନିଷ୍ଟ୍ରେସନ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ଭୂବନେଶ୍ୱରରେ  ଏଜିଏମ୍ ମେଡିକାଲ୍ ଆଡମିନିଷ୍ଟ୍ରେସନ୍ ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar?utm_source=GMB&utm_medium=maps&utm_campaign=bbsr-gmb

ପଦବୀ – ଏଜିଏମ୍ ମେଡିକାଲ୍ ଆଡମିନିଷ୍ଟ୍ରେସନ୍

AGM -Medical Administration Job Application

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଶିକ୍ଷାଗତ ଯୋଗ୍ୟତା –

ଏଥିପାଇଁ MBBS ଡିଗ୍ରୀ , ଅର୍ଥାତ ବ୍ୟାଚଲର ଅଫ୍ ମେଡିସିନ୍ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ  ର ଡିଗ୍ରୀ ଆବଶ୍ୟକ ରହିଛି । 

ପିଜି ଡିପ୍ଲୋମା କିମ୍ବା ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ରେ ଡିଗ୍ରୀ ଥିବା ଆବଶ୍ୟକ । 

ଅଭିଜ୍ଞତା –

ସର୍ବନିମ୍ନ ୨ ବର୍ଷ ର ଅଭିଜ୍ଞତାର ଆବଶ୍ୟକତା ରହିଛି । 

୫ ବର୍ଷ କିମ୍ବା ତାଠାରୁ ଅଧିକ ହେଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତାର ଆବଶ୍ୟକତା ରହିଛି ?

୧)  ବିଶ୍ଳେଷଣାତ୍ମକ ଦକ୍ଷତା ବା ଆନାଲିଟିକାଲ୍ ସ୍କିଲ୍ ।

୨) ଇଣ୍ଟରପର୍ସନାଲ୍ ସ୍କିଲ୍ ବା ପାରସ୍ପରିକ ଯୋଗାଯୋଗ ର କୌଶଳ ଥିବା ନିହାତି ଆବଶ୍ୟକ ।

୩) ସମୟ ପରିଚାଳନା ବା ସମୟାନୁବର୍ତ୍ତିତା ଥିବା ନିହାତି ଆବଶ୍ୟକ । 

୪) ସଙ୍କଟ ପରିଚାଳନା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସଠିକ ନିର୍ଣ୍ଣୟ ନେଇପାରୁଥିବା ଦରକାର । 

୫)  ପ୍ରଶାସନିକ ଦକ୍ଷତା ବା ଆଡମିନିଷ୍ଟ୍ରେଟିଭ ସ୍କିଲ୍ ର ଆବଶ୍ୟକତା ରହିଛି ।

୬)  ରୋଗୀ ସୁରକ୍ଷା ର ମନବୃତ୍ତି ଥିବା ଆବଶ୍ୟକ ।

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.amrihospitals.in/career/apply-job/agm-medical-administration

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )