Wednesday 24th April 2024
ଓଡିଶାରେ ଭଲ ଅଫର୍ ଦେଉଛି ଏହି ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ,ଜାଣନ୍ତୁ କେଉଁଠି ?

ଓଡିଶାରେ ଭଲ ଅଫର୍ ଦେଉଛି ଏହି ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ,ଜାଣନ୍ତୁ କେଉଁଠି ?

ଧିରେ ଧିରେ ଡିଜିଟାଲ ହେଉଛି ଦୁନିଆ । ଲୋକଙ୍କ ଜୀବନରେ ଡିଜିଟାଲର ମହତ୍ୱ ଖୁବ୍ ଅଧିକ ହୋଇଗଲାଣି । ଲୋକଙ୍କର ଅଧାରୁ ଅଧିକ ସମୟ ଏବେ ମୋବାଇଲ୍‌,ଲାପଟପ୍ ଆଉ ଟେବଲେଟ୍ ରେ କଟୁଛି । ଅର୍ଥାତ ସମସ୍ତେ ଅଧିକ ସମୟ ଅନଲାଇନ୍ ରେ ଅତିବାହିତ କରୁଛନ୍ତି । ଗୋଟିଏ ସର୍ଭେ ଅନୁସାରେ ଭାରତରେ ୨୦୨୧ ସୁଦ୍ଧା ୫୩ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ । ବର୍ତ୍ତମାନ ଏହି ସଂଖ୍ୟା ୨୦୨୨ରେ ୬୦ କୋଟିରେ ପହଂଚିଲାଣି । ଏହା ଫଳରେ ବଡ ବଡ ଇ-କମର୍ସ କମ୍ପାନୀଗୁଡିକ ନିଜର ସୋସିଆଲ ମିଡିଆକୁ ବ୍ୟବହାର କରି ଡିଜିଟାଲ ମାର୍କେଟିଙ୍ଗ ଦିଗରେ ଆଗେଇ ଚାଲିଛନ୍ତି । ସେଥିପାଇଁ ଆଜିର ସମୟରେ ୧୦୦ ଭାଗରୁ ୫୫ ଭାଗ ଡିଜିଟାଲ ମାର୍କେଟିଙ୍ଗ କବଜାକୁ ଆସିସାରିଲାଣି । ଯଦି ଭବିଷ୍ୟତ କଥା କଳ୍ପନା କରିବା ତାହାଲେ ୨୦୨୭ ସୁଦ୍ଧା ଡିଜିଟାଲ ମାର୍କେଟିଙ୍ଗର ଗ୍ରାଫ୍ ୭୫୦ ବିଲିୟନ ଡଲାର୍ ହେବାକୁ ଯାଉଛି । ଆଉ ସବୁଠୁ ବଡ କଥା ହେଲା କରୋନା ପରେ ଦେଶରେ ଦ୍ରୁତ ଗତିରେ ଡିଜିଟାଲସୁବିଧାର ପ୍ରସାର କରାଯାଉଛି । ଯେଉଁଥିପାଇଁ ଏହି କ୍ଷେତ୍ରରେ କ୍ୟାରିୟରର ଭରପୂର ସୁବିଧା ରହିଛି । ଏହାର ବଢୁଥିବା ଚାହିଦାକୁ ଦେଖି ବର୍ତ୍ତମାନ କୁଶଳୀ ଡିଜିଟାଲ ମାର୍କେଟିଙ୍ଗ ଜାଣିଥିବା ବ୍ୟକ୍ତିଙ୍କ ପାଇଁ ଭଲ ଭଲ ସୁଯୋଗ ରହିଛି । ଯଦି ଆମର ଏହି ଆର୍ଟିକିଲକୁ ଆପଣ ଓଡିଶାରେ ପଢୁଛନ୍ତି ତାହାଲେ ଆପଣଙ୍କ ପାଇଁ କମ୍ ମୂଲ୍ୟରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଯଦି ଆପଣ ଡିଜିଟାଲ ମାର୍କେଟିଙ୍ଗ କୋର୍ସ କରିବାକୁ ଚାହାନ୍ତି ତାହାଲେ ଆଜି ହିଁ https://digitalratha.com/ଡିଜିଟାଲ ରଥକୁ ଯୋଗାଯୋଗ କରନ୍ତୁ । ମାତ୍ର ୯୯୯୯ରେ ଆପଣ ୩ ମାସର କୋର୍ସ କରି ଭଲ ଡିଜିଟାଲ ମାର୍କେଟିଙ୍ଗ ଲାଇନରେ ନିଜର କ୍ୟାରିୟର କରିପାରିବେ ।

ଡିଜିଟାଲ ମାର୍କେଟିଙ୍ଗ କୋର୍ସ ପରେ କେଉଁ ପୋଷ୍ଟରେ ଚାକିରୀ କରିବେ ?

1-digital marketing manager
2-social media marketing specialist
3-content manger
4-search engine marketer
5-web designer
6-Seo excutive
7-content writer

କେତେ ମିଳିବ ଦରମା ?

ଡିଜିଟାଲ ମାର୍କେଟିଙ୍ଗର କାମ ଆଜିର ସମୟରେ ସମସ୍ତଙ୍କୁ ଆବଶ୍ୟକ ଅଛି । ଯଦି ଆମେ ଏହି କ୍ଷେତ୍ରରେ ଟିକିଏ ସ୍କିଲ୍ଡ ଲୋକଙ୍କ କଥା କହିବା ତାହାଲେ ବର୍ଷକୁ ୫ ରୁ ୭ ଲକ୍ଷ ଦରମା ମିଳିପାରିବ । ତେଣୁକରି ଆପଣଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଅନୁସାରେ ଆଗକୁ ଆହୁରୀ ଦରମା ବଢିବାର ସୁଯୋଗ ମଧ୍ୟ ରହିଥାଏ । ତାଛଡା ଯଦି ଅନୁକୂଳ କାମ କରୁଥିବା ଲୋକଙ୍କ କଥା କହିବା ତାହାଲେ ସେମାନେ ମାସକୁ ୨୦ହଜାରରୁ ବି କାମ କରିପାରିବେ ।

କ୍ୟାରିୟର ପାଇଁ ସଫଳତା ଆଣିଦିଏ ଡିଜିଟାଲ ମାର୍କେଟିଙ୍ଗ

ଦେଶର ଜଣାଶୁଣା ଏଡ୍‌ଟେକ୍ କମ୍ପାନୀ ଆଜିକାଲିର ଯୁବପିଢିମାନଙ୍କୁ କିଛି ଟର୍ମ ଦେଈ ବିଭିନ୍ନ ଡିଜିଟାଲ ମାର୍କେଟିଙ୍ଗ କୋର୍ସ ଶିଖାଉଛନ୍ତି । ଯାହା କରିବା ପରେ ଆପଣ ସୋସିଆଲ ମିଡିଆ ମ୍ୟାନେଜର,ଏସସିଓ ଏକଜୁକୁଟିଭ୍‌,ପିପିସି ଏକ୍ସପୋର୍ଟ,କଣ୍ଟେଣ୍ଟ ମାର୍କେଟର,ଇମେଲ୍ ମାର୍କେଟିଙ୍ଗ ଆଦି କାମ ବହୁତ ସହଜରେ କରିପାରିବେ । ତେଣୁ ଯଦି ଆପଣ ନିଜ କ୍ୟାରିୟର କୁ ନେଇ ଦ୍ୱନ୍ଦରେ ଅଛନ୍ତି ତାହାଲେ ଆଜି ହିଁ ଡିଜିଟାଲ ମାର୍କେଟିଙ୍ଗ ଲାଇନରେ ନିଜର କ୍ୟାରିୟର କରନ୍ତୁ ଓ ଭଲ ରୋଜଗାର କରିବାର ସୁଯୋଗ ମଧ୍ୟ ପାଆନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )