
+୩ ପାସ୍ କରିଥିଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ ଏହା ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ରିଲେସନସିପ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ବିଜ୍ଞପ୍ତି ।
ଆପ୍ଲାଇ କରିବାର ଶେଷ ତାରିଖ – ୨୧/୦୩/୨୦୨୩
ପଦବୀ ର ନାମ – ରିଲେସନସିପ୍ ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.kotak.com/en/home.html
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର
ଅଭିଜ୍ଞତା –
୧ ରୁ ୩ ବର୍ଷ ଥିଲେ ଭଲ ।
ଯେକୌଣସି ବ୍ୟାଙ୍କରେ ଫାଇନାନ୍ସସିଆଲ୍ ସର୍ଭିସରେ ୧ ବର୍ଷର ଅଭିଜ୍ଞତା ଥିଲେ ଭଲ ।
ଚାକିରୀ ର ସିପ୍ଟ – ମହିଳା
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ଗ୍ରାହକ ସେବାକୁ ପରିଚାଳନା କରିବାକୁ ପଡିବ ।
୨) ଗ୍ରାହକ ମାନଙ୍କ ପାଇଁ ଡିମାର୍ଟ ଆକାଉଣ୍ଟ ଖୋଲିବାକୁ ପଡିବ ।
୩) ପ୍ରଡକ୍ଟ ଏବଂ ସର୍ଭିସେସ୍ ବିଷୟରେ ଗ୍ରାହକଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ପଡିବ ।
୪) ଗ୍ରାହକ ମାନଙ୍କର ପ୍ରଶ୍ନର ଉଚିତ୍ ଉତ୍ତର ଦେଇ ସନ୍ତୁଷ୍ଟ କରିବାକୁ ପଡିବ ।
୫) ପ୍ରଡକ୍ଟିଭିଟି ଏବଂ ରେଭିନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେବାକୁ ପଡିବ ।
୬) ବ୍ୟାଙ୍କ ଏବଂ ନିବେଶ ଉତ୍ପାଦ ପାଇଁ ବିକ୍ରୟ ଲକ୍ଷ୍ୟ ସ୍ଥିର କରିବା ସହ ତାକୁ କାର୍ଯ୍ୟକାରୀ କରିବାକୁ ପଡିବ ।
ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।