Sunday 28th April 2024
ରେଲ୍ଓ୍ୱେ ରିକ୍ରୁଟ୍ ମେଣ୍ଟ୍ ସେଲ୍ ରେ ଦଶମ ପାସ୍ ଏବଂ ଆଇ.ଟି.ଆଇ ପାସ୍ ଙ୍କ ପାଇଁ ବାହାରିଛି ଚାକିରୀ !

ରେଲ୍ଓ୍ୱେ ରିକ୍ରୁଟ୍ ମେଣ୍ଟ୍ ସେଲ୍ ରେ ଦଶମ ପାସ୍ ଏବଂ ଆଇ.ଟି.ଆଇ ପାସ୍ ଙ୍କ ପାଇଁ ବାହାରିଛି ଚାକିରୀ !

ଭାରତୀୟ ରେଳରେ ଚାକିରୀ କରିବାପାଇଁ ଇଚ୍ଛା ରଖୁଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ଆସିଛି ଖୁସିଖବର । ରେଲ୍ଓ୍ୱେ ରିକ୍ରୁଟ୍ ମେଣ୍ଟ୍ ସେଲ୍ ରେ ବାହାରିଛି ବଡଧରଣର ବିଜ୍ଞପ୍ତି ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

 

ପଦବୀ –  ଆପ୍ରେନଟିସ୍

RRC Engagement of Apprentices 2023 ! Apply Today !

 

 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ରେଲ୍ଓ୍ୱେ ରିକ୍ରୁଟ୍ ମେଣ୍ଟ୍ ସେଲ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.rrc-wr.com/

 

ଶିକ୍ଷାଗତ ଯୋଗ୍ୟତା –

 

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

RRC Engagement of Apprentices 2023 ! Apply Today !

 

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

Notification- RAILWAY RECRUITMENT CELL

 

ଆବେଦନ କରିବାପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

Click Here To Apply 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )