Friday 26th April 2024
ଟାଟା କ୍ୟାପିଟାଲ୍ ଚାକିରୀ ପାଇଁ ବାହାର କରିଛି ବଡ ଧରଣ ର ବିଜ୍ଞପ୍ତି ! କ୍ୱାଲିଟି ଏକ୍ସିକୁଟିଭ୍ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ଟାଟା କ୍ୟାପିଟାଲ୍ ଚାକିରୀ ପାଇଁ ବାହାର କରିଛି ବଡ ଧରଣ ର ବିଜ୍ଞପ୍ତି ! କ୍ୱାଲିଟି ଏକ୍ସିକୁଟିଭ୍ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ଆତ୍ମନିର୍ଭରଶୀଳ ହେବା ପାଇଁ ଟଙ୍କାର ଆବଶ୍ୟକତା ବହୁତ ଅଛି । ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା ହେଉଛି ସମସ୍ତଙ୍କର ପ୍ରଥମ ପ୍ରାଥମିକତା । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ ବିଜ୍ଞପ୍ତି ବିଷୟରେ ଅନେକ ଥର ଚାକିରୀ ଆଶାୟୀ ଜାଣିପାରିନଥାନ୍ତି । ପ୍ରତିଦିନ କେତେ ଚାକିରୀ ର ଆବେଦନ ର ଶେଷ ତାରିଖ ସରିଯାଉଛି ଏବଂ ପ୍ରତିଦିନ କେତେ ଚାକିରୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରୁଛି ତାହା ଜଣାପଡିନଥାଏ । ଟାଟା କ୍ୟାପିଟାଲ୍ ଲିମିଟେଡ୍ ହେଉଛି ଭାରତର ଏକ ଆର୍ଥିକ ଏବଂ ବିନିଯୋଗ ସେବା ପ୍ରଦାନକାରୀ ସଂସ୍ଥା । ଏହି କମ୍ପାନୀ ମୁମ୍ବାଇରେ ଅବସ୍ଥିତ ଏବଂ ସାରା ଦେଶରେ ୧୦୦ ରୁ ଅଧିକ ଶାଖା ଅଛି । କନଞ୍ଜୁମର ଲୋନ୍ସ , ଧନ ପରିଚାଳନା , ବାଣିଜ୍ୟିକ ଅର୍ଥ ଏବଂ ଭିତ୍ତିଭୂମି ଅର୍ଥ ପ୍ରଦାନ ସେବା ପ୍ରଦାନ କରିଥାଏ ଏହି ସଂସ୍ଥା । ତେବେ ବେସରକାରୀ ସ୍ତରରେ ଏବେ ଟାଟା କ୍ୟାପିଟାଲ୍ ନେଇଆସିଛି ଚାକିରୀ ର ସୁଯୋଗ । ଭୂବନେଶ୍ୱର ର ସାମନ୍ତାରାପୁର ପାଇଁ ବାହାରକରିଛି ବିଜ୍ଞପ୍ତି ।  କ୍ୱାଲିଟି ଏକ୍ସିକୁଟିଭ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଟାଟା କ୍ୟାପିଟାଲ୍ । 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଟାଟା କ୍ୟାପିଟାଲ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.tatacapital.com/

ପଦବୀ ର ନାମ –  କ୍ୱାଲିଟି ଏକ୍ସିକୁଟିଭ୍ 

ଚାକିରୀ କରିବାର ସ୍ଥାନ –

ତୃତୀୟ ମହଲା, ପ୍ଲଟ୍ ନମ୍ବର ୧୯୦,୨୦୪,୨୦୫

 

ରବି ଟକିଜ୍ ସ୍କୋୟାର ନିକଟରେ , ସାମନ୍ତାରାପୁର , ଭୂବନେଶ୍ୱର

 

କଣ ରହିବ ଏହି ଚାକିରୀ ରେ ଦାଇତ୍ୱ ?

୧) ଧାର୍ଯ୍ୟ ନୀତି ଏବଂ ପ୍ରଣାଳୀ ଅନୁଯାୟୀ ମାମଲାଗୁଡ଼ିକର ଗୁଣବତ୍ତା ଉପରେ ବ୍ୟକ୍ତିଗତ ଆଲୋଚନା ଦ୍ୱାରା କଠୋର ଅନୁକରଣ ବଜାୟ ରଖିବା ।

୨) ଦିଆଯାଇଥିବା କାର୍ଯ୍ୟକଳାପ ସମାପ୍ତ କରିବାରେ ସହମତ  ହେବାସହ ଏସଏଲଏ ଏବଂ ସମୟସୀମା ପାଳନ କରିବାକୁ ପଡିବ । 

୩) ଅଣ୍ଡର ରାଇଟିଂ, ବିତରଣ , ବନ୍ଧକ , କ୍ରସ୍ ଫଙ୍କସନ୍ ଏବଂ ବିକ୍ରୟ କାର୍ଯ୍ୟ ସହିତ ସମନ୍ୱୟର ଦକ୍ଷତା ବୃଦ୍ଧି କରିବାକୁ ପଡିବ । 

୪) ସମସ୍ତ କ୍ରେଡିଟ୍ ଅନୁରୋଧଗୁଡିକର ସଠିକ୍ ମୂଲ୍ୟାଙ୍କନ , କ୍ରେଡିଟ୍ ସୀମା ପ୍ରତିଷ୍ଠା କରିବା । 

୫) ପ୍ରଦାନ କରାଯାଇଥିବା ସମସ୍ତ ରୂଣ ବା ଲୋନ୍ ଗୁଡିକର ଉପଯୁକ୍ତ ଦସ୍ତାବିଜ୍ ଏବଂ ଉପଯୁକ୍ତ ବନ୍ଧକ କାଗଜପତ୍ର ସୁରକ୍ଷିତ ରଖିବା ।  କମ୍ପାନୀ ସମ୍ପତ୍ତିର ସୁରକ୍ଷା ପାଇଁ ଦାୟୀତ୍ୱ ନେବା । 

ଚାକିରୀ ରେ କଣ କରିବେ ?

୧) ରୂଣ ଖାତା ଯାଞ୍ଚ   

୨) କ୍ରସ୍ ଯାଞ୍ଚ (ସଦସ୍ୟ ଗୃହ ପରିଦର୍ଶନ)

୩) କେଓ୍ୱାସି ଚେକ୍

୪) ବ୍ୟାଙ୍କ ପାସବୁକ୍ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଚେକ୍

୫) ଆୟ ଏବଂ ବ୍ୟୟ ଆକଳନ

୬) ମଧ୍ୟସ୍ଥିଙ୍କ ପ୍ରଭାବ ଯାଞ୍ଚ

୭) ନେଗେଟିଭ ଏରିଆ ଯାଞ୍ଚ 

୮) ସିପିସି ଚେକଲିଷ୍ଟ ଯାଞ୍ଚ

୯) ଅନ୍ୟ ରୂଣ ପ୍ରଦାନ ସଂସ୍ଥାର ରୂଣ କାର୍ଡ ଯାଞ୍ଚ

୧୦) ବକେଟ୍ ମନିଟରିଂ

୧୧) ମୃତ୍ୟୁ ମାମଲା ଯାଞ୍ଚ

୧୨) ଶାଖା ଅନୁକରଣ ଏବଂ ଆଇସିକ୍ୱୁ ଅବଜରଭେସନ୍ କ୍ଲୋଜର୍ 

ଅଧିକ ଜାଣିବା ପାଇଁ ଆପଣ ଟାଟା କ୍ୟାପିଟାଲ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/862bdu

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )