Monday 29th April 2024
ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଜୁନିୟର ଇଞ୍ଜିନିୟର ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଜୁନିୟର ଇଞ୍ଜିନିୟର ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ତେବେ ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ଜୁନିୟର ଇଞ୍ଜିନିୟର ପାଇଁ ବିଜ୍ଞପ୍ତି ବାହାର କରିଛି ।

 

ଆବେଦନ କରିବାର ଶେଷ ତାରିଖ – ୧୬-୦୮-୨୦୨୩

SSC Junior Engineer Recruitment 2023 ! 1342 Posts !

 

 

ପଦବୀ – 

  • ଜୁନିୟର ଇଞ୍ଜିନିୟର

 

 

ଦରମା – 

  •  ୩୫,୪୦୦ ଟଙ୍କା ରୁ ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ

SSC Junior Engineer Recruitment 2023 ! 1342 Posts !

 

 

ଏହି ଲିଙ୍କ୍‌କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

 

ଓଡିଶାର କେଉଁ ସ୍ଥାନରେ ପରୀକ୍ଷା –

  • ବାଲେଶ୍ୱର
  • ବ୍ରହ୍ମପୁର
  • ଗଞ୍ଜାମ୍
  • ଭୁବନେଶ୍ୱର
  • କଟକ
  • ରାଉରକେଲା
  • ସମ୍ବଲପୁର

SSC Junior Engineer Recruitment 2023 ! 1342 Posts !

 

 

ଶିକ୍ଷାଗତ ଯୋଗ୍ୟତା –

ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର । ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଅଫିସିଆଲ୍ ନୋଟିସ୍ କୁ ଭଲଭାବେ ପଢନ୍ତୁ ।

SSC Junior Engineer Recruitment 2023 ! 1342 Posts !

 

 

SSC Junior Engineer Recruitment 2023 ! 1342 Posts !

ବୟସ ସୀମା –  

ବୟସ ସୀମାକୁ ନେଇ ଅଧିକ ତଥ୍ୟ ନିମ୍ନରେ ଦିଆଯାଇଛି ।

SSC Junior Engineer Recruitment 2023 ! 1342 Posts !

 

 

SSC Junior Engineer Recruitment 2023 Detailed Notification

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧା ସଳଖ ଆପ୍ଲାଇ କରିପାରିବେ –

Click Here To Apply 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )