
ରିଏଲଇଷ୍ଟେଟ୍ ରେ ଏହି ପୋଷ୍ଟରେ କରନ୍ତୁ କାମ ହେଇଯିବେ ଲାଭବାନ୍
Real Estate ରେ କେମିତି ହୁଏ ବ୍ୟବସାୟ?
ଯଦି ଆପଣ Real Estate ରେ କାମ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଜାଣିବାକୁ ପଡ଼ିବ କି Real Estate କଣ?
Real : ଏହାର ଅର୍ଥ ଆପଣ ଜାଣିଥିବେ ଏହାର ଅର୍ଥ ହେଉଛି ଅସଲି ।
Estate: ଏହାର ଅର୍ଥ ହେଉଛି ଅଚଳାଚଳ ସମ୍ପତ୍ତି, ଆଉ ଜମି ଏପରି ଏକ ଜିନିଷ ଯାହା କି ଅଚଳାଚଳ ସମ୍ପତ୍ତିରେ ଆସେ ।
Real Estateର ଅର୍ଥ ହେଉଛି ଜମିବାଡ଼ି ସମ୍ବନ୍ଧିତ । ସେଥିପାଇଁ ଜମିବାଡ଼ିକୁ Real Estateର କିମ୍ବା ବାସ୍ତବିକ ସମ୍ପତ୍ତି ବୋଲି କୁହାଯାଏ । ତେଣୁ ଏହା ସମ୍ବନ୍ଧିତ ବ୍ୟବସାୟକୁ Real Estateର ବ୍ୟବସାୟ ବୋଲି କୁହାଯାଏ ।
ଉଦାହରଣ: ଯଦି କୌଣସି ବ୍ୟକ୍ତି କାହାର ଜମି କିମ୍ବା ଫ୍ଲାଟ କିଣୁଛନ୍ତି ଏବଂ ସେଠାରେ କୌଣସି ଅଫିସ, ଦୋକାନ କିମ୍ବା ଘର କରି ମୋଟା ଅଙ୍କରେ ବିକ୍ରି କରୁଛନ୍ତି ତେବେ ତାହାକୁ Real Estate ବ୍ୟବସାୟ ବୋଲି କୁହାଯାଏ । Real Estate ବ୍ୟବସାୟ କେତେ ପ୍ରକାରର:
୧.Commercial– ସେହି ଜାଗା ଯେଉଁଠାରୁ କୌଣସି ବ୍ୟବସାୟ କରାଯାଇଥାଏ ତାହାକୁ Commercial Real Estate କୁହାଯାଏ । ଯେମିତି କି କୌଣସି ଦୋକାନ କିମ୍ବା ଶୋ-ରୁମ୍ ଆଦି ।
୨.Residencial- ଏମିତି ଅଞ୍ଚଳ କିମ୍ବା ଜମି ଯାହାକି କେବଳ ଲୋକ ରହିବା ପାଇଁ ତିଆରି ହୋଇଥାଏ ତାହାକୁ Residencial Real Estate କୁହାଯାଏ।
୩.Industrial- ଏମିତି ଏକ ଭୂମି ଯେଉଁଠି ବଡ଼ ବଡ଼ କମ୍ପାନୀ ଏବଂ ସଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ ତିଆରି କରାଯାଏ ତାହାକୁ Industrial Residencial Real Estate କୁହାଯାଏ । ଏହି ଭଳିଆ ଜାଗାରେ କେବଳ ବଡ଼ ବଡ଼ କାରଖାନା ରହିଥାଏ, ସାଧାରଣ ଲୋକ ରହିବା ପାଇଁ ଘର ନଥାଏ ।
୪.Government Real Estate- ଏଭଳି ଜମି ଯାହା ସରକାରଙ୍କ ନା’ରେ ଥାଏ, ଯାହା ଉପରେ ଆଉ କହାର ଅଧିକାର ନଥାଏ ତାକୁ Government Real Estate କୁହାଯାଏ । ଯେତେ ବି ରୋଡ଼, ହାଇୱେ ତାହା Government Real Estate ର ଅନ୍ତର୍ଭୁକ୍ତ ।
ଇତି ମଧ୍ୟରେ ଆମେ ଜାଣି ପାରିଲେ କି Real Estate କଣ ଓ କେତେ ପ୍ରକାରର? ତେବେ କେଉଁ ଭଳି ଭାବେ Real Estate ବ୍ୟବସାୟ କରିପାରିବେ? ଗୋଟିଏ ହେଉଛି Real Estate Property Dealer ଓ ଦ୍ୱିତୀୟ ଟି ହେଉଛି Builder । ଏଇ ସମ୍ବନ୍ଧରେ ଜାଣିବା ଅନ୍ୟ ଏକ ଖବର ରେ ।