ଓଡିଶାରେ Insurance Medical Officer 2023 ପାଇଁ ପ୍ରକାଶ ପାଇଛି ବଡଧରଣ ର ବିଜ୍ଞପ୍ତି !
Odisha Public Service Commission (OPSC) ବାହାର କରିଛି ଏକ ବଡ ଧରଣର ବିଜ୍ଞପ୍ତି । Odisha Public Service Commission (OPSC) 93 ଟି Group-A post ପାଇଁ ବାହାର କରିଛି ବିଜ୍ଞପ୍ତି । ତେବେ ପୋଷ୍ଟ ଗୁଡିକ Insurance Medical Officer ପାଇଁ ବୋଲି Odisha Public Service Commission (OPSC) ବା ଓଡିଶା ଲୋକ ସେବା ଆୟୋଗ ତାର Notification ରେ ଦର୍ଶାଇଛି । ୨୭/୧୨/୨୦୨୨ ତାରିଖରେ ଓଡିଶା ଲୋକ ସେବା ଆୟୋଗ notice ଟି କାଢିଥିଲା । Notification ଅନୁସାରେ Online Apply ୧୭/୦୧/୨୦୨୩ ରୁ ଆରମ୍ଭ ହୋଇସାରିଛି । Online Apply ର ଶେଷ ତାରିଖ ହେଉଛି ୧୭/୦୨/୨୦୨୩ ।
ତେଣୁ ନିମ୍ନରେ ଦିଆଯାଇଥିବା Notification ଟିକୁ ଥରେ ଭଲଭାବେ ପଢିନିଅନ୍ତୁ –
ଏହି ଲିଙ୍କ୍କୁ ଯାଇ Odisha Public Service Commission (OPSC) ର Insurance Medical Officer ବିଷୟରେ ଅନେକ ତଥ୍ୟ ପାଇପାରିବେ – https://www.opsc.gov.in/Public/OPSC/Default.aspx
ଶିକ୍ଷାଗତ ଯୋଗ୍ୟତା –
ଏଥିପାଇଁ MBBS ଡିଗ୍ରୀ , ଅର୍ଥାତ Bachelor of Medicine and Bachelor of Surgery ଥିବା ଦରକାର । ଶିକ୍ଷାଗତ ଯୋଗ୍ୟତା ର ବିସୃତ ବିବରଣୀ ପାଇଁ ଏହି Notification ଟିକୁ ପଢନ୍ତୁ ।
ପରୀକ୍ଷାର ସ୍ଥାନ –
Notification ଅନୁସାରେ ପରୀକ୍ଷାର ସ୍ଥାନ ବା ପରୀକ୍ଷା କେନ୍ଦ୍ର ର ପରିବର୍ତ୍ତନ ସଂମ୍ଭବ ନୁହଁ ।
Online application form fillup ଏବଂ ପରୀକ୍ଷା ଦେବା ଆଗରୁ ଏହି ସବୁ ପ୍ରତି ଧ୍ୟାନ ରଖନ୍ତୁ-
ବୟସ ସୀମା – ୨୧ ରୁ ୩୮ ପର୍ଯ୍ୟନ୍ତ ରହିଛି
Notification ଅନୁଯାଇ ପରୀକ୍ଷାକୁ ନେଇ କିଛି ବିଶେଷ ତଥ୍ୟ ନିମ୍ନରେ ଦିଆଯାଇଛି –
ଏହି Link ରେ Click କଲେ ସିଧା ସଳଖ apply କରିପାରିବେ – https://opscrecruitment.in/#/auth/landing
Official Notification ଟିକୁ Download କରିବାପାଇଁ ନିମ୍ନଲିଖିତ Link ରେ Click କରନ୍ତୁ-
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।