Sunday 28th April 2024
କଟକରେ ହୋମ୍ ସେଲ୍ସ ଅଫିସର ପାଇଁ ଜିଓ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

କଟକରେ ହୋମ୍ ସେଲ୍ସ ଅଫିସର ପାଇଁ ଜିଓ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି । 

ପଦବୀ ର ନାମ –

  • ହୋମ୍ ସେଲ୍ସ ଅଫିସର  

 

ସ୍ଥାନ – କଟକ 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Home Sales Officer in Sundargarh !

ଶିକ୍ଷାଗତ ଯୋଗ୍ୟତା  – 

୧) ଦଶମ

କିମ୍ବା

୨) +୨

କିମ୍ବା

୩) ଡିପ୍ଲୋମା

 

ଅଭିଜ୍ଞତା –
୧ ବର୍ଷ ରୁ ୫ ବର୍ଷ ର ଅଭିଜ୍ଞତା ଥିଲେ ଭଲ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

  •  ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗ୍ରାହକ ହାସଲ କରନ୍ତୁ ଏବଂ ଅନ୍-ବୋର୍ଡ ଗ୍ରାହକ ।
  • ଗ୍ରାହକ ଡକ୍ୟୁମେଣ୍ଟ୍ ଏବଂ ଅର୍ଡର ସଂଗ୍ରହ ପାଇଁ ଦାୟୀ ।
  • ନିର୍ମାଣ ଅନୁମତି ପ୍ରାପ୍ତ କରନ୍ତୁ |
  • ଗ୍ରାହକଙ୍କ ଯୋଗଦାନ ଏବଂ ଅଭିଜ୍ଞତା ଡ୍ରାଇଭ୍ କରନ୍ତୁ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

  •  ଆଉଟବାଉଣ୍ଡ ବିକ୍ରୟ ଅଭିଜ୍ଞତା ଥିବା ଆବଶ୍ୟକ ।
  •  ସ୍ଥାନୀୟ ଅଞ୍ଚଳ ସହିତ ପରିଚିତ ।
  •  ସ୍ଥାନୀୟ ଭାଷା କହିପାରୁଥିବା ଦରକାର ।
  •  ଗ୍ରାହକ ନିୟନ୍ତ୍ରଣ କୌଶଳ ।
  • ବୁଝାମଣା କୌଶଳ ।
  • ଆର୍ଟିକ୍ୟୁଲେସନ୍ ଏବଂ ଇନଫ୍ଲୁଏନ୍ସିଂ କୌଶଳ ।
  •  ସମ୍ପର୍କ ପରିଚାଳନା ।
  • ଫଳାଫଳ ଆଭିମୁଖ୍ୟ ।
  •  ଡିଜିଟାଲ୍ ସେଭି ।

 

 

ଅଧିକ ଜାଣିବାପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification & Apply ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )