Friday 19th April 2024
ଓଡିଶାରେ Insurance Medical Officer 2023 ପାଇଁ ପ୍ରକାଶ ପାଇଛି ବଡଧରଣ ର ବିଜ୍ଞପ୍ତି  !

ଓଡିଶାରେ Insurance Medical Officer 2023 ପାଇଁ ପ୍ରକାଶ ପାଇଛି ବଡଧରଣ ର ବିଜ୍ଞପ୍ତି !

Odisha Public Service Commission (OPSC)  ବାହାର କରିଛି ଏକ ବଡ ଧରଣର ବିଜ୍ଞପ୍ତି । Odisha Public Service Commission (OPSC)  93 ଟି Group-A post  ପାଇଁ ବାହାର କରିଛି ବିଜ୍ଞପ୍ତି । ତେବେ ପୋଷ୍ଟ ଗୁଡିକ Insurance Medical Officer ପାଇଁ ବୋଲି Odisha Public Service Commission (OPSC)  ବା  ଓଡିଶା ଲୋକ ସେବା ଆୟୋଗ ତାର Notification ରେ ଦର୍ଶାଇଛି । ୨୭/୧୨/୨୦୨୨ ତାରିଖରେ ଓଡିଶା ଲୋକ ସେବା ଆୟୋଗ notice ଟି କାଢିଥିଲା । Notification ଅନୁସାରେ Online Apply ୧୭/୦୧/୨୦୨୩ ରୁ ଆରମ୍ଭ ହୋଇସାରିଛି । Online Apply ର ଶେଷ ତାରିଖ ହେଉଛି ୧୭/୦୨/୨୦୨୩ ।

ତେଣୁ ନିମ୍ନରେ ଦିଆଯାଇଥିବା Notification ଟିକୁ ଥରେ ଭଲଭାବେ ପଢିନିଅନ୍ତୁ –

ଏହି ଲିଙ୍କ୍‌କୁ ଯାଇ Odisha Public Service Commission (OPSC) ର Insurance Medical Officer ବିଷୟରେ ଅନେକ ତଥ୍ୟ ପାଇପାରିବେ  –  https://www.opsc.gov.in/Public/OPSC/Default.aspx

ଶିକ୍ଷାଗତ ଯୋଗ୍ୟତା –

ଏଥିପାଇଁ MBBS ଡିଗ୍ରୀ , ଅର୍ଥାତ Bachelor of Medicine and Bachelor of Surgery ଥିବା ଦରକାର । ଶିକ୍ଷାଗତ ଯୋଗ୍ୟତା ର ବିସୃତ ବିବରଣୀ ପାଇଁ ଏହି Notification ଟିକୁ ପଢନ୍ତୁ ।

ପରୀକ୍ଷାର ସ୍ଥାନ –

Notification ଅନୁସାରେ ପରୀକ୍ଷାର ସ୍ଥାନ ବା ପରୀକ୍ଷା କେନ୍ଦ୍ର ର ପରିବର୍ତ୍ତନ ସଂମ୍ଭବ ନୁହଁ ।

Online application form fillup ଏବଂ ପରୀକ୍ଷା ଦେବା ଆଗରୁ ଏହି ସବୁ ପ୍ରତି ଧ୍ୟାନ ରଖନ୍ତୁ-

ବୟସ ସୀମା – ୨୧ ରୁ ୩୮ ପର୍ଯ୍ୟନ୍ତ ରହିଛି 

Notification  ଅନୁଯାଇ ପରୀକ୍ଷାକୁ ନେଇ କିଛି ବିଶେଷ ତଥ୍ୟ ନିମ୍ନରେ ଦିଆଯାଇଛି –

 

ଏହି Link ରେ Click କଲେ ସିଧା ସଳଖ apply କରିପାରିବେ –  https://opscrecruitment.in/#/auth/landing

 

Official Notification ଟିକୁ  Download  କରିବାପାଇଁ  ନିମ୍ନଲିଖିତ Link  ରେ  Click କରନ୍ତୁ- 

https://opsc.s3.ap-south-1.amazonaws.com/dev/Advertisement/AdvertisementDocument/08daf79e-3191-4e23-87bb-dfecd54127fe/638094556034926196_142223_IMO_Advertisement.pdf?X-Amz-Expires=604800&X-Amz-Algorithm=AWS4-HMAC-SHA256&X-Amz-Credential=AKIAXR6R4BEDN5WDDDTW/20230204/ap-south-1/s3/aws4_request&X-Amz-Date=20230204T125710Z&X-Amz-SignedHeaders=host&X-Amz-Signature=161eb573b3ff2770cce9195692ecac5760eaf74b4159b433c27cf324687441fe

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )