Saturday 27th April 2024
ବ୍ରହ୍ମପୁର ଜିଲ୍ଲାରେ କଷ୍ଟମର ଆସୋସିଏଟ୍ ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି !

ବ୍ରହ୍ମପୁର ଜିଲ୍ଲାରେ କଷ୍ଟମର ଆସୋସିଏଟ୍ ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି !

ରିଲାଏନ୍ସ କମ୍ପାନୀରେ ଅନେକ  ବ୍ରାଞ୍ଚ  ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି ।

ଏହି ନିଯୁକ୍ତିଟି ବ୍ରହ୍ମପୁର  ପାଇଁ ବାହାରିଛି ।

 

ପଦବୀ ର ନାମ – 

  • ଜିଓ କଷ୍ଟମର ଆସୋସିଏଟ୍ 

 

ଏହି ଲିଙ୍କ୍ କୁ ଯାଇ ଜିଓ ଟେଲିକମ୍ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

ସ୍ଥାନ – ବ୍ରହ୍ମପୁର

 

ଶିକ୍ଷାଗତ ଯୋଗ୍ୟତା  – 

  • ଦଶମ ପାସ୍ କରିଥିଲେ ବି ଆବେଦନ କରିପାରିବେ ।
  • +୨ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

୧) ଆବେଦନ କରିବାପାଇଁ କୌଣସି ଅଭିଜ୍ଞତା ର ଆବଶ୍ୟକତା ନାହିଁ ।

୨) ଫ୍ରେସର ହୋଇଥିଲେ ବି ଆବେଦନ କରିପାରିବେ ।

୩) କୌଣସି କମ୍ପାନୀରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

୧) ଓଡିଆରେ ଭଲ ଭାବରେ ବୁଝି ପାରୁଥିବା ଦରକାର । 

୨) ସ୍ଥାନୀୟ ଭାଷା ବୁଝିପାରୁଥିବା ଦରକାର ଏବଂ କହିପାରୁଥିବା ଦରକାର  ।

୩) ପଢାଲେଖା ଜାଣିଥିବା ଦରକାର ।

୪)  ମୋବାଇଲ୍ ଫୋନ୍ ବ୍ୟବହାର ଶିଖିଥିବା ଦରକାର ।

୫)  ଶିଖିବାର ଇଚ୍ଛା ଥିବା ଦରକାର ।

୬)  ଲକ୍ଷ୍ୟ ଏବଂ ଫଳାଫଳ ଭିତ୍ତିକ ନିଷ୍ପତି ନେଇପାରୁଥିବା ଦରକାର । ଚାକିରୀ ପାଇଁ ଟାର୍ଗେଟ୍ ମନବୃତ୍ତି ଥିବା ଆବଶ୍ୟକ । 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ମାର୍କେଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ଏବଂ ନୂଆ ଗ୍ରାହକ ବୃଦ୍ଧି କରିବାକୁ ପଡିବ ।

୨) ଜିଓର କଷ୍ଟମର ମାନଙ୍କୁ ଫୋନ୍ କରି ଜିଓ ରିଚାର୍ଜ ବିଷୟରେ ଅବଗତ କରିବାକୁ ପଡିବ ।

୩) ଜିଓ ରିଚାର୍ଜ କରିବାପାଇଁ ଆବଶ୍ୟକ ଅନୁସାରେ ଗ୍ରାହକ ମାନଙ୍କୁ ଗାଇଡ୍ କରିବାକୁ ପଡିବ ।

୪) ଜିଓ କନେକସନ୍ ର ବିକ୍ରୟ ବୃଦ୍ଧି କରିବାକୁ ପଡିବ ।

୫) ଜିଓର ପ୍ଲାନ୍ ଏବଂ ପ୍ରଡକ୍ଟ ଗୁଡିକ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ପଡିବ। ଗ୍ରାହକ ମାନଙ୍କ ସହ ଭଲ ସଂମ୍ପର୍କ ସ୍ଥାପନ କରିବାକୁ ପଡିବ ।

 

ଅଧିକ ଜାଣିବାପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply (Click Here )

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )