
ଦଶମ କିମ୍ବା ଡିପ୍ଲୋମା କିମ୍ବା +୨ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ ! ହୋମ୍ ସେଲ୍ସ ଅଫିସର ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି !
ଜିଓ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।
ପଦବୀ ର ନାମ – ହୋମ୍ ସେଲ୍ସ ଅଫିସର
ସ୍ଥାନ – କଟକ
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଦଶମ
କିମ୍ବା
୨) +୨
କିମ୍ବା
୩) ଡିପ୍ଲୋମା
ଅଭିଜ୍ଞତା –
୧ ବର୍ଷ ରୁ ୫ ବର୍ଷ ର ଅଭିଜ୍ଞତା ଥିଲେ ଭଲ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗ୍ରାହକ ହାସଲ କରନ୍ତୁ ଏବଂ ଅନ୍-ବୋର୍ଡ ଗ୍ରାହକ ।
୨) ଗ୍ରାହକ ଡକ୍ୟୁମେଣ୍ଟ୍ ଏବଂ ଅର୍ଡର ସଂଗ୍ରହ ପାଇଁ ଦାୟୀ ।
୩) ନିର୍ମାଣ ଅନୁମତି ପ୍ରାପ୍ତ କରନ୍ତୁ |
୪) ଗ୍ରାହକଙ୍କ ଯୋଗଦାନ ଏବଂ ଅଭିଜ୍ଞତା ଡ୍ରାଇଭ୍ କରନ୍ତୁ ।
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ଆଉଟବାଉଣ୍ଡ ବିକ୍ରୟ ଅଭିଜ୍ଞତା ଥିବା ଆବଶ୍ୟକ ।
୨) ସ୍ଥାନୀୟ ଅଞ୍ଚଳ ସହିତ ପରିଚିତ ।
୩) ସ୍ଥାନୀୟ ଭାଷା କହିପାରୁଥିବା ଦରକାର ।
୪) ଗ୍ରାହକ ନିୟନ୍ତ୍ରଣ କୌଶଳ ।
୫) ବୁଝାମଣା କୌଶଳ ।
୬) ଆର୍ଟିକ୍ୟୁଲେସନ୍ ଏବଂ ଇନଫ୍ଲୁଏନ୍ସିଂ କୌଶଳ ।
୭) ସମ୍ପର୍କ ପରିଚାଳନା ।
୮) ଫଳାଫଳ ଆଭିମୁଖ୍ୟ ।
୯) ଡିଜିଟାଲ୍ ସେଭି ।
ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.jio.com/frmRegister.aspx`
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
I need this jio official job