Saturday 27th April 2024
ଆଇଟି.ବିପି କନଷ୍ଟେବଲ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଦଶମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆଇଟି.ବିପି କନଷ୍ଟେବଲ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଦଶମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆଇଟି.ବିପି କନଷ୍ଟେବଲ୍  ପାଇଁ ଚାକିରୀ ବାହାରିଛି । 

 

ପଦବୀ – 

  • ଆଇଟି.ବିପି କନଷ୍ଟେବଲ୍

 

ଆବେଦନ କରିବାର ଶେଷ ତାରିଖ – ୨୬ – ୦୭ – ୨୦୨୩

 

ଏହି ଲିଙ୍କ୍‌କୁ ଯାଇ ଇଣ୍ଡୋ ତିବେତାନ୍ ବୋଡର  ପୋଲିସ୍  ବିଷୟରେ ଅଧିକ ଜାଣିପାରିବେ   –

https://www.itbpolice.nic.in/

 

ଶିକ୍ଷାଗତ ଯୋଗ୍ୟତା –

  • ଦଶମ ପାସ୍

ITBP notification for the recruitment of Constable !

ବୟସ ସୀମା –

  • ୨୧  ବର୍ଷରୁ ୨୭ ବର୍ଷ ପର୍ଯ୍ୟନ୍ତ ।

ITBP notification for the recruitment of Constable !

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Detail-Notification-ITBP-Constable-Driver-Posts ( Click Here)

 

ଆବେଦନ ଫି –

  • ଜେନେରାଲ୍ ମାନଙ୍କ ପାଇଁ – ୧୦୦ ଟଙ୍କା
  • ଏସି.ଏସଟି.ଏକ୍ସ ସର୍ଭିସ୍ ମ୍ୟାନ୍ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )