Tuesday 30th April 2024
ଭାରତୀୟ ଡାକ ସେବାରେ ଦଶମ ପାସ୍ ଙ୍କ ପାଇଁ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଭାରତୀୟ ଡାକ ସେବାରେ ଦଶମ ପାସ୍ ଙ୍କ ପାଇଁ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ବାହାରିଛି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ୍ ଚାକିରୀ । ଭାରତ ସରକାର ଭାରତୀୟ ଡାକ ପାଇଁ ବଡଧରଣର ନିଯୁକ୍ତି ବାହାରକରିଛନ୍ତି । ୩୦,୦୪୧ ଟି ଗ୍ରାମୀଣ ଡାକ ସେବକ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି । 

 

ଆବେଦନ କରିବାର ଶେଷ ତାରିଖ – ୨୩-୦୮-୨୦୨୩

ପଦବୀ – 

 

ଦରମା – 

ପୋଷ୍ଟ ସଂଖ୍ୟା – ୩୦,୦୪୧ ଟି ପୋଷ୍ଟ

 

ଏହି ଲିଙ୍କ୍‌କୁ ଯାଇ ଭାରତୀୟ ଡାକ ବିଷୟରେ ଅନେକ ତଥ୍ୟ ପାଇପାରିବେ –

https://www.indiapost.gov.in/vas/Pages/IndiaPostHome.aspx

 

ଶିକ୍ଷାଗତ ଯୋଗ୍ୟତା – 

  • ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର ।

ବୟସ ସୀମା – 

  • ୧୮ ବର୍ଷରୁ  ୪୦ ବର୍ଷ ପର୍ଯ୍ୟନ୍ତ ।

ଅନ୍ୟ ଯୋଗ୍ୟତା –

India Postal Circle Recruitment 2023! GDS Vacancy Apply !

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

  • ଜେନେରାଲ୍  ପ୍ରାର୍ଥି ପାଇଁ – ୧୦୦ ଟଙ୍କା
  • ଏସସି କିମ୍ୱା ଏସଟି  କିମ୍ବା ଏକ୍ସ ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ
  • ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Gramin Dak Sevak (GDS) Online Engagement ( Apply )

 

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply ( India Post Circle GDS 2023 )

 

(Server slow ଥିଲେ Website ଖୋଲିବାରେ ବିଳମ୍ବ ହୋଇପାରେ )

 

ଅସୁବିଧାର ସମ୍ମୁଖୀନ ହେଲେ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ –

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )