Saturday 27th April 2024
ଗ୍ରାମ ସେବକ ପାଇଁ ଦେବଗଡ ଜିଲ୍ଲାରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଗ୍ରାମ ସେବକ ପାଇଁ ଦେବଗଡ ଜିଲ୍ଲାରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଦଶମ ଏବଂ ଦ୍ୱାଦଶ ପାସ୍ ଙ୍କ ପାଇଁ ଆସିଛି ସରକାରୀ ସ୍ତରରେ ଚାକିରୀ କରିବାର ସୁଯୋଗ । ଗ୍ରାମ ସେବକ ପାଇଁ ଦେବଗଡ ଜିଲ୍ଲାରେ ବାହାରିଛି ଚାକିରୀ । 

ଆବେଦନ କରିବାର ଶେଷ ତାରିଖ – ୦୫/୦୭/୨୦୨୩

 

 

ପଦବୀ – ଗ୍ରାମ ସେବକ

ଏହି ଲିଙ୍କ୍‌କୁ ଯାଇ ଗ୍ରାମ ସେବକ କେନ୍ଦ୍ରାପଡା ଜିଲ୍ଲା ବିଷୟରେ ଅନେକ ତଥ୍ୟ ପାଇପାରିବେ –

https://deogarh.nic.in/

 

ଶିକ୍ଷାଗତ ଯୋଗ୍ୟତା – 

  • ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ  ଏବଂ ଦ୍ୱାଦଶ ପାସ୍ କରିଥିବା ଦରକାର ।

 

ବୟସ ସୀମା – 

  • ୧୮ ବର୍ଷରୁ  ୪୦ ବର୍ଷ ପର୍ଯ୍ୟନ୍ତ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Advertisement for engagement of GRS in Deogarh District.

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (3)
  • comment-avatar
    MamataBiswal 10 months

    Intrested

  • comment-avatar
    MamataBiswal 10 months

    I am interseted

  • comment-avatar
    Priti lagna sahu 10 months

    I am interested this job

  • Disqus (0 )