Saturday 27th April 2024
ଜେନେରାଲ୍ ମ୍ୟାନେଜର ପାଇଁ ଓଡ଼ିଶା ଖଣି ନିଗମ ଲିମିଟେଡ୍ ରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଜେନେରାଲ୍ ମ୍ୟାନେଜର ପାଇଁ ଓଡ଼ିଶା ଖଣି ନିଗମ ଲିମିଟେଡ୍ ରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଖଣିଜ ସମ୍ପଦ ଦୃଷ୍ଟିରୁ ଓଡିଶା ଭାରତର ସବୁଠାରୁ ଧନୀ ରାଜ୍ୟ ଅଟେ । ଅନୁସନ୍ଧାନ କରିବା , ଉତ୍ତୋଳନ ତଥା ମୂଲ୍ୟ ଯୋଗାଡ଼ ମାଧ୍ୟମରେ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ୧୬ ତାରିଖ ମେ ମାସ ୧୯୫୬ ମସିହାରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା । ତେବେ ବର୍ତ୍ତମାନ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ରେ ବହାରିଛି ଚାକିରୀ କରିବାର ସୁଯୋଗ । ଏହି ଚାକିରୀଟି କରିବା ପାଇଁ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । କାହିଁକିନା ଏହି ଚାକିରୀରେ ଚୟନ ପ୍ରକ୍ରିୟା କେବଳ Walk in Interview ଜରିଆରେ ହେବ ।

 

ଆବେଦନ କରିବାର ଶେଷ ତାରିଖ  – ୧୮-୦୯-୨୦୨୩

 

ପଦବୀ – 

  • ଜେନେରାଲ୍ ମ୍ୟାନେଜର

 

 

 

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ମାଇନିଂ କର୍ପୋରେସନ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ  –  

https://omcltd.in/ 

 

ଶିକ୍ଷାଗତ ଯୋଗ୍ୟତା –

 

 

 

 

 

 

ଅଫିସିଆଲ୍ ନୋଟିଫିକେସନ୍ ଏବଂ ଫର୍ମ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

OMC Recruitment 2023 – Manager, General Manager & Dy Manager Posts ( Apply )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )