Tuesday 23rd April 2024
CISF ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ

CISF ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ

() ଡିଫେନ୍ସ ଲାଇନ ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ପାଇଁ ଖୁସିର ବିଷୟ । ବାହାରିଛି CISF (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ), stenographer, (ଆସିଷ୍ଟାଣ୍ଡ  ସବ୍ ଇନ୍ସପେକ୍ଟର), ministerial (ହେଡ୍ କନଷ୍ଟେବଲ) ପାଇଁ ପୋଷ୍ଟ । ଆଶାୟୀ ପ୍ରାର୍ଥୀ ମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ  CISF ନିଯୁକ୍ତି େଓବସାଇଟ୍ cisfrectt.in ମାଧ୍ୟମରେ ଖାଲିଥିବା ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ କରିବାର ପ୍ରକ୍ରିୟା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଆଶୟୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ମୋଟ ଖାଲିଥିବା ପୋଷ୍ଟ ହେଉଛି୫୪୦ ।Central Paramilitary Forces- CISF Head Constable (Ministerial) and ASI (Steno) Recruitment 2022– CISF invites Online applications for recruitment of 540 Assistant Sub Inspector (Stenographer), Head Constable (Ministerial) Posts. Apply before 25 October ...

କେତୋଟି ସିଟ୍ ପାଇଁ ପୋଷ୍ଟ ବାହାରିଛି?:

ସହକାରୀ ସବ୍ ଇନ୍ସପେକ୍ଟର (stenographer) – ୧୨୨ ପୋଷ୍ଟ

ସଂରକ୍ଷିତ – ୫୭ ପୋଷ୍ଟ

SC- ୧୬ ପୋଷ୍ଟ

ST – ୮ ପୋଷ୍ଟ

OBC – ୩୧ ପୋଷ୍ଟ

EWS- ୧୦ ଟି ପୋଷ୍ଟ

ହେଡ କନଷ୍ଟେବଳ (ministerial) – ୪୧୮ ପୋଷ୍ଟ

ସଂରକ୍ଷିତ – ୧୮୨ ପୋଷ୍ଟ

SC – ୬୧ ପୋଷ୍ଟ

ST – ୨୯ ପୋଷ୍ଟ

OBC – ୧୨୨ ପୋଷ୍ଟ

EWS – ୩୪ ପୋଷ୍ଟ

CISF Recruitment 2022: सीआईएसएफ में 1149 पदों पर आई भर्ती, 12वीं पास उम्मीदवार करें आवेदन

ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା:

-ପ୍ରାର୍ଥୀମାନେ ୧୦, + ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ

-ହେଡ କନଷ୍ଟେବଳ ପଦ ପାଇଁ କମ୍ପ୍ୟୁଟରରେ ଗୋଟିଏ ମିନିଟରେ ସର୍ବନିମ୍ନ ୩୫ ଶବ୍ଦ ବିଶିଷ୍ଟ ଇଂରାଜୀ ଟାଇପିଂ କିମ୍ବା ୩୦ ଶବ୍ଦ ବିଶିଷ୍ଟ ହିନ୍ଦୀ ଟାଇପିଂ କରିପାରୁଥିବା ଆବଶ୍ୟକ ।

-ଯୋଗ୍ୟପ୍ରାର୍ଥୀଙ୍କ ବୟସ ୨୫ ଅକ୍ଟୋବର ୨୦୨୨ ସୁଦ୍ଧା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ ।

CISF Constable Recruitment 2022: Last chance to apply for the post of constable, 12th pass apply soon - Sarkaripro

CISF ASI, ହେଡ୍ କନଷ୍ଟେବଲଙ୍କ ଦରମା:

ASI  ପେ ଲେଭଲ୍ -୫ ଅଧୀନରେ ୨୯,୨୦୦ ରୁ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ । ଅନ୍ୟପକ୍ଷରେ, ହେଡ୍ କନଷ୍ଟେବଳଙ୍କୁ ପେ ଲେଭଲ୍ -୪ ଅଧୀନରେ ୨୫,୫୦୦ ରୁ ୮୧,୧୦୦ ଟଙ୍କା ଦରମା ମିଳିବ ।

ପରୀକ୍ଷା ଦେୟ:

ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷା ଫି ଭାବରେ ୧୦୦ ଟଙ୍କା ଦେବାକୁ ପଡିବ । ଅନ୍ୟପକ୍ଷେ ସଂରକ୍ଷିତ ବର୍ଗ SC, ST, EWS ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )