Wednesday 1st May 2024
Lotus Animation : ଯେଉଁଠି ମିଳୁଛି ପାଠ ଓ ଚାକିରୀ ଦୁଇଟିର ଗ୍ୟାରେଣ୍ଟି

Lotus Animation : ଯେଉଁଠି ମିଳୁଛି ପାଠ ଓ ଚାକିରୀ ଦୁଇଟିର ଗ୍ୟାରେଣ୍ଟି

ଚାକିରୀର ଏକ ନୂଆ ବାଟ ଖୋଜୁଛନ୍ତି କି ? ବିନା ସରକାରୀ ଚାକିରୀ କରି ବି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣ ଆଜି ହିଁ ଆପଣାନ୍ତୁ ଏହି ଟେକନିକ୍ । ସାଧାରଣତଃ ପ୍ରାଇଭେଟ୍ ଜବ୍ କରିବା ପାଇଁ ଆପଣଙ୍କୁ ଏହି ବୃତ୍ତିଠାରୁ ଭଲ ଆଉ କିଛି ମିଳିପାରିବ ନାହିଁ । ସବୁଠୁ ବଡ କଥା ହେଲା ଏଥିରେ ଆପଣଙ୍କୁ ବିଭିନ୍ନ ଧରଣର କାମ କରିବାର ସୁଯୋଗ ମିଳିପାରିବ । ତେଣୁକରି ଏହି ପୋଷ୍ଟକୁ ଶେଷ ଯାଏଁ ପଢନ୍ତୁ । ହୁଏତ ଆପଣ ଖୋଜୁଥିବା ଜିନିଷ ଏଇଠି ମିଳିଯାଇପାରେ ।ଆଜିକାଲି ଟେଲିଭିଜନ ଓ ଫିଲ୍ମ ସହିତ ବିଜ୍ଞାପନ ଉଦ୍ୟୋଗରେ ଆନିମେସନ ଏବଂ ସ୍ପେଶାଲ ଇଫେକ୍ଟସର ଚାହିଦା ଅଧିକ। ଆନିମେସନ୍‌ରେ ବ୍ୟବହୃତ ଟେକ୍ନିକ୍ ସମୟ ସହିତ ବିକଶିତ ହେଉଛି। ଯୁବପିଢ଼ିଙ୍କଠାରେ ମଧ୍ୟ ଏହାକୁ ନେଇ ଆଗ୍ରହ ବଢ଼ୁଥବାରୁ ଆନିମେସନ୍‌ ଏକ ସୁନ୍ଦର କ୍ୟାରିୟର ବିକଳ୍ପ ଭାବେ ଉଭା ହୋଇଛି।

ପାଠ ପଢିବାକୁ ହେଲେ ଭଲ ଇନଷ୍ଟିଚ୍ୟଟ ଓ କମ୍ ଟଙ୍କାରେ ମିଳିବା ବି ଓଡିଶାରେ କଷ୍ଟ । ତେଣୁକରି ତାର ସମାଧାନ ପାଇଁ ଭୁବନେଶ୍ୱରରେ ଏମିତି ଏକ ଜାଗା ଅଛି ଯାହା ଆପଣଙ୍କୁ ଦେଇପାରିବ ସବୁଠୁ ଅଧିକ ଫାଇଦା । ଅର୍ଥାତ ଭୁବନେଶ୍ୱରରେ ଲୋଟସ୍ ଆନିମେସନ୍ ନାମକ ଏକ ଆନିମେସନ୍ ଇନଷ୍ଟିଚ୍ୟଟ ରହିଛି । ଯିଏକି ଆପଣଙ୍କୁ ଆନିମେସନ୍ ର ସମସ୍ତ ପାଠ ଶିଖାଇବା ସହିତ ଚାକିରୀ କରିବାର ସୁଯୋଗ ବି ଦେଉଛି । ସେଠାରେ ଆପଣ କେମିତି ଆବେଦନ କରିପାରିବେ । କେଉଁଠି ଆପଣଙ୍କୁ ସମସ୍ତ ତଥ୍ୟ ମିଳିବ ସେ ସବୁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କଲେ ଆପଣ ପାଇପାରିବେ ।

lotusanimation.in

ତେଣୁ ଡେରି ନକରି ଏହିଭଳି ସୁବିଧାକୁ ହାତଛଡା ନ କରି ଆନିମେସନରେ ନିଜର କ୍ୟାରିୟର ଗଢିବା ପାଈଁ ଆଜି ହିଁ କମ୍ ମୁଲ୍ୟରେ ଅଧିକ ସୁବିଧା ପାଇବା ପାଇଁ ଲୋଟସ୍ ଆନିମେସନକୁ ଯୋଗାଯୋଗ କରନ୍ତୁ । ଦଶମ କିମ୍ବା ଦ୍ୱାଦଶ କିମ୍ବା ଯେ କୌଣସି ଡିଗ୍ରୀ କରି ବି ଆପଣ ଏଠାରେ ଯୋଗ ଦେଇପାରିବେ ।

 ଅନ୍ୟ ସ୍ଥାନରେ ନିଯୁକ୍ତି ସୁଯୋଗ
ଏଥିରେ ଯୋଗ୍ୟ ପ୍ରଫେସନାଲଙ୍କ ଚାହିଦା ଦେଶ ବିଦେଶରେ ବୃଦ୍ଧି ପାଉଛି। ଟେଲିଭିଜନ ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଫିଲ୍ମ ଉଦ୍ୟୋଗ ପର୍ଯ୍ୟନ୍ତ ଆନିମେଟରଙ୍କ ପାଇଁ ନିଯୁକ୍ତିର ଯଥେଷ୍ଟ ସମ୍ଭାବନା ଅଛି। ମୁଖ୍ୟତଃ ଫିଲ୍ମ ପ୍ରଡକସନ ହାଉସ୍‌, ଟିଭି ଚ୍ୟାନେଲ, ବିଜ୍ଞାପନ ଏଜେନ୍ସି, ଗେମ୍ ଇଣ୍ଡଷ୍ଟ୍ରି ଏବଂ ୱେବ୍‌ ଇଣ୍ଡଷ୍ଟ୍ରିରେ ଆନିମେଟର୍‌ଙ୍କୁ ନିଯୁକ୍ତି ମିଳିଥାଏ।

ରୋଜଗାର
ଏହାର ପାରିଶ୍ରମିକ ମୁଖ୍ୟତଃ ଯୋଗ୍ୟତା, ଅଭିଜ୍ଞତା ଓ କମ୍ପାନି ଉପରେ ନିର୍ଭର କରିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୩୦-୪୦ ହଜାର ଟଙ୍କା ଏ କ୍ଷେତ୍ରରୁ ରୋଜଗାର କରାଯାଇପାରିବ। ବିଦେଶରେ ବର୍ଷକୁ ୨୫ରୁ ୩୫ ଲକ୍ଷ ଟଙ୍କା ଅଫର ମିଳିଥାଏ। ନିଜସ୍ବ ସଂସ୍ଥା  ଦ୍ବାରା ମଧ୍ୟ ରୋଜଗାର କରିବା ସମ୍ଭବ।

ଶିକ୍ଷାଗତ ଯୋଗ୍ୟତା
ଯେକୌଣସି ବିଭାଗ (ବିଜ୍ଞାନ, ବାଣିଜ୍ୟ, କଳା)ରୁ ଯୁକ୍ତ ଦୁଇ ପାସ୍ କରିବା ଅନିବାର୍ଯ୍ୟ। ଏହା ପରେ ଆନିମେସନରେ ଡିପ୍ଲୋମା ତଥା ଡିଗ୍ରୀ କୋର୍ସ କରିପାରିବେ। ସେହିପରି ଏଥିରେ ସାର୍ଟିଫିକେଟ୍ କୋର୍ସଠୁ ଆରମ୍ଭ କରି ମାଷ୍ଟର ଡିଗ୍ରୀ କୋର୍ସ ଉପଲବ୍ଧ। ଅନ୍ୟପଟେ ନିର୍ଦ୍ଦିଷ୍ଟ କିଛି ବିଷୟ ରଖିବା ଜରୁରି ନ ଥାଏ। ଅବଶ୍ୟ ସ୍କେଚିଂ, ଡ୍ରଇଂ ଓ କମ୍ପ୍ୟୁଟର ପ୍ରତି ଆଗ୍ରହ ରହିବା ଜରୁରି।

ଆବଶ୍ୟକ କୌଶଳ
ସୃଜନାତ୍ମକ ଜ୍ଞାନକୌଶଳ
ଧୈର୍ଯ୍ୟ
ଡ୍ରଇଂ ଜ୍ଞାନ
ମୋସନ ଗ୍ରାଫିକ୍ସ
ଗ୍ରାଫିକ୍ସ ସଫ୍ଟୱେୟାର୍ ସହ ପରିଚୟ

https://odiadaily.in/story-of-an-animator-ashutosh-mishra-who-is-a-inspiration-for-every-young-generation-in-odisha/

CATEGORIES
TAGS
Share This

COMMENTS

Wordpress (0)
Disqus (0 )