Thursday 28th March 2024
EXIM ବ୍ୟାଙ୍କରେ ଅଫିସର ପଦବୀ ଆଜି ହିଁ କରନ୍ତୁ ଆବେଦନ

EXIM ବ୍ୟାଙ୍କରେ ଅଫିସର ପଦବୀ ଆଜି ହିଁ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରୀ କରିବାକୁ ପ୍ରାର୍ଥୀଙ୍କ ପାଇଁ ଖୁସିଖବର । ରପ୍ତାନୀ-ଆମଦାନୀ ବ୍ୟଙ୍କ୍ ଅଫ୍ ଇଣ୍ଡିଆ (EXIM) ବ୍ୟାଙ୍କ ବାହାର କରିଛି ଅନେକ ପଦବୀ । ବିଜ୍ଞପ୍ତି ଅନୁସାରେ, EXIM ବ୍ୟାଙ୍କରେ ଅଫିସର ପଦବୀ ପାଇଁ ନିଯୁକ୍ତି ଚୁକ୍ତି ଆଧାରରେ ହେବ । ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିବାକୁ ହେବ । ଆଶାୟୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ ଲିଙ୍କ୍ https://applyonlineeximb.com/intro.aspx କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନେ ବିଜ୍ଞପ୍ତି ଟିକୁ ଦେଖିବାକୁ ଚାହାଁନ୍ତି ସେମାନେ https://www.eximbankindia.in/ ଏହି ଲିଙ୍କକୁ ଯାଇ ଦେଖି ପାରିବେ ।Exim Bank India extends Line of Credit to Eswatini (Swaziland) - ADFIAP

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ ୧୩ ଜାନୁୟାରୀ ୨୦୨୩
• ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ୨୭ ଜାନୁୟାରୀ ୨୦୨୩

ମୋଟ ପଦବୀ:

ମୋଟ ୩୦ଟି ପଦବୀ

ଖାଲିଥିବା ପଦବୀ:

• ସୂଚନା ପ୍ରଯୁକ୍ତି ବିଦ୍ୟା-୬ଟି ପୋଷ୍ଟ
• SSG-୬ଟି ପୋଷ୍ଟ
• ଲୋନ୍ ଅପରେସନ୍ ଆଣ୍ଡ୍ ଲୋନ୍ ମନିଟରିଂ-୪ଟି ପୋଷ୍ଟ
• ଲିଗାଲ୍-୩ଟି ପୋଷ୍ଟ
• କମ୍ପ୍ଲାୟନ୍ସ-୨ଟି ପୋଷ୍ଟ
• HR -୨ଟି ପୋଷ୍ଟ
• ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଅଫିସର୍-୨ଟି ପୋଷ୍ଟ
• କର୍ପୋରେଟ୍ କମୁ୍ୟନିକେସନ୍-୧ଟି ପୋଷ୍ଟ
• ଏନଭାୟରମେଣ୍ଟଲ୍ ସୋସଲ୍ ଆଣ୍ଡ୍ ଗଭର୍ନେସ (ESG)-୧ଟି ପୋଷ୍ଟ
• ଗ୍ରୀଡ୍/MAS-୧ଟି ପୋଷ୍ଟ
• ଆଡମିନିଷ୍ଟ୍ରେସନ୍-୧ଟି ପୋଷ୍ଟ
• ରିସ୍କ ମ୍ୟାନେଜ୍ମେଣ୍ଟ ଗ୍ରୁପ୍-୧ଟି ପୋଷ୍ଟ

ଆବେଦନ ଶୁଳ୍କ:

• ଜେନେରାଲ୍ ଏବଂ ଓବିସି-୬୦୦ଟଙ୍କା
• SC/ST/EWS/ ଦିବ୍ୟାଙ୍ଗ ଏବଂ ମହିଳା-୧୦୦ ଟଙ୍କା

CATEGORIES
TAGS
Share This

COMMENTS

Wordpress (0)
Disqus ( )