Tuesday 15th October 2024
Reliance ରେ ବାହାରିଛି ବିଜ୍ଞପ୍ତି ! +2 କିମ୍ବା +3 ପାସ୍ କରିଥିଲେ Bhubaneshwar ରେ କରିପାରିବେ ଚାକିରୀ !

Reliance ରେ ବାହାରିଛି ବିଜ୍ଞପ୍ତି ! +2 କିମ୍ବା +3 ପାସ୍ କରିଥିଲେ Bhubaneshwar ରେ କରିପାରିବେ ଚାକିରୀ !

ଭାରତରେ Reliance ଏକ ଜଣାଶୁଣା ବଡ brand । Reliance company ରେ ଅନେକ  Branch  ରହିଛି । ତେବେ Reliance company ତାର Telecom services ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ Reliance Jio ଇଣ୍ଟରନେଟ୍ Service ରେ ଅନେକ ପୁରୁଣା company କୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ Reliance Jio ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । Reliance Jio ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ Telecommunication ଏବଂ telecom service କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି ।

 

ଏବେ ପୁଣିଥରେ Reliance Retail ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି Bhubaneshwar ପାଇଁ ବାହାରିଛି ।

ଏହି Link କୁ ଯାଇ company ବିଷୟରେ ଅଧିକ ଜାଣିପାରିବେ –

https://relianceretail.com/index.html

ପଦବୀ ର ନାମ – Sales Associate

Notification ବାହାରିବା ର ଦିନ – ୧୦ /୦୨/୨୦୨୩

Locations ବା ସ୍ଥାନ – Bhubaneswar (Electronics My Jio Stores )

 

Experience –୧ ରୁ ୩ ବର୍ଷ ଥିଲେ ଭଲ  

 

Qualification ବା ଯୋଗ୍ୟତା  – 

+2 କିମ୍ବା +3 ପାସ୍ କରିଥିବା ଦରକାର

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

  1.  High degree of customer orientation
  2.  Aptitude for sale
  3.  Language fluency
  4.  High degree of process and systems orientation
  5.  Enthusiasm for technology

ଚାକିରୀରେ କଣ ରହିବ ଦାୟିତ୍ୱ ? –

  1.  To achieve the revenue and margin targets as assigned by Store Leader
  2.  To increase the average transaction vale per customer by ensuring that each customer satisfactorily up the value chain during the selling process
  3. Error free billing
  4.  Effective interactions on the shop floor to ensure satisfied customer response
  5. Adhering to the selling process to ensure closing the sale
  6. Address and escalate (wherever required) all cases of involving product/product interface for customers requiring enhanced inputs for facilitation of product selection, multiple product networking, etc.
  7.  Constantly update knowledge and selling skills to perform cross- selling.
  8.  Adherence to Store SOPs
  9. To ensure that the complete set of customer’s needs are met starting from enquiry to closure of the sales transaction
  10. To ensure customer grievances, if any, are effectively addressed and resolve thru’ escalations (if required).
  11.  To satisfy customer needs and expectations in terms of advance product information and customized solutions that may be desired.
ଆବେଦନ କରିବା ପାଇଁ ଏହି Link ରେ Click କରନ୍ତୁ –

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (13)
  • comment-avatar
    Bishnu pasa behera 2 years

    Job

    • comment-avatar

      JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

    • comment-avatar
      Diptimayee sahoo 2 years

      I want to job

      • comment-avatar

        JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

  • comment-avatar
    Nanditarani Das 2 years

    Yes

    • comment-avatar

      JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

  • comment-avatar
    Bikram Kumar das 2 years

    Salesman

  • comment-avatar

    Yes, I’m interest

  • comment-avatar
    Bikash Kumar swain 2 years

    Urgent job required

  • comment-avatar
    Deepika Nayak 2 years

    Yes

  • comment-avatar
    Rakesh Kumar Mohanta 2 years

    Yes I am intrested

  • Disqus (0 )