Thursday 28th March 2024
ଆପିଆନ୍ କନସଲଣ୍ଟାଟ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୁବନେଶ୍ୱର ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆପିଆନ୍ କନସଲଣ୍ଟାଟ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୁବନେଶ୍ୱର ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଇନଫୋରମେସନ୍ ଟେକ୍ନୋଲୋଜି କମ୍ପାନୀ  ବା ଆଇଟି କମ୍ପାନୀ ନାଁ ରେ ଇନଫୋସିସ୍ ବେଶ୍ ଜଣାଶୁଣା । ଇନଫୋରମେସନ୍ ଟେକ୍ନୋଲୋଜି କମ୍ପାନୀ ରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ଥାଏ ଇନଫୋସିସ୍ ରେ ଚାକିରି କରିବା ପାଇଁ । ଯେତେବେଳେ ଓଡିଶାରେ ଇନଫୋସିସ୍ ର ବ୍ରାଞ୍ଚ ନଥିଲା ସେତେବେଳେ  ଅନେକ ଲୋକ ବାହାରେ ଚାକିରୀ କରୁଥିଲେ । ଏବେ କିନ୍ତୁ ଅନେକ ଲୋକ ବାହାରୁ ଆସି  ଆଇଟି ବିଭାଗ ବା ସେକ୍ଟରରେ ଓଡିଶାରେ ଚାକିରୀ କରୁଛନ୍ତି  । ବର୍ତ୍ତମାନ ଭୂବନେଶ୍ୱର ଏକ ପ୍ରକାରର ସାଇବର ସିଟି ଭାବରେ ପରିଚିତ ।

ଇନଫୋସିସ୍ ର ଭୁବନେଶ୍ୱର ବ୍ରାଞ୍ଚରେ ବାହାରିଛି ଏକ ବଡଧରଣ ର ବିଜ୍ଞପ୍ତି । ଆପିଆନ୍ କନସଲଣ୍ଟାଟ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୁବନେଶ୍ୱର ।

ପଦବୀ –   ଆପିଆନ୍ କନସଲଣ୍ଟାଟ୍ ( ମିଡ୍ ଲେବେଲ୍ )

 

ଚାକିରୀ କରିବାର ସ୍ଥାନ –  ଭୁବନେଶ୍ୱର 

 

ଇନଫୋସିସ୍ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.infosys.com/

Appian Consultant recruitment in infosys Bhubaneswar

ଶିକ୍ଷାଗତ ଯୋଗ୍ୟତା –  ଇଞ୍ଜିନିୟରିଂ ରେ ସ୍ନାତକ କରିଥିବା ଆବଶ୍ୟକ

୧) ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍

୨) ମାଷ୍ଟର ଅଫ୍ ସାଇନ୍ସ ଇଞ୍ଜିନିୟରିଂ

୩) ମାଷ୍ଟର ଅଫ୍ ଟେକ୍ନୋଲୋଜି

୪) ବ୍ୟାଚଲର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍

୫) ବ୍ୟାଚଲର ଅଫ୍ ସାଇନ୍ସ ଇଞ୍ଜିନିୟରିଂ

୬) ବ୍ୟାଚଲର ଅଫ୍ ଟେକ୍ନୋଲୋଜି

୭) ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ

ଅଭିଜ୍ଞତା  –   ୫ ବର୍ଷ କିମ୍ବା ଉର୍ଦ୍ଧ  ଥିଲେ ଅଗ୍ରାଧିକାର ପାଇବେ

 

ଆପିଆନ୍  କନସଲଣ୍ଟାଟ୍  ପଦବୀ ପାଇଁ କଣ ଆବଶ୍ୟକତା ରହିଛି –

 

୧) ଯାନ୍ତ୍ରିକ ଏବଂ ବୃତ୍ତିଗତ ଆବଶ୍ୟକତା :

ପ୍ରାଥମିକ ଦକ୍ଷତା – 

ବିଜନେସ୍ ପ୍ରୋସେସ୍ ମ୍ୟାନେଜମେଣ୍ଟ୍ 

ଆପିଆନ୍ ଏଲ୍ ଓ୍ୱାନ୍ ଏବଂ ଆପିଆନ୍ ଏଲ୍ ଟୁ ସାର୍ଟିଫିକେସନ୍

ଜେନେରିକ୍ ସ୍କିଲ୍ –

ଜାଭା

ଉପରୋକ୍ତ ଦକ୍ଷତା ଗୁଡିକ ଉପରେ କମ୍ପାନୀ ତରଫ ରୁ ଗୁରୁତ୍ୱ ଦିଆଯିବ । ତେଣୁ ଇଣ୍ଟରଭ୍ୟୁରେ ଏହାଉପରେ ପ୍ରସ୍ତୁତି କରିଆସିବେ । ଯଦି ଏହି ଦକ୍ଷତା ଉପରେ ଆପଣ ଅନ୍ୟ କେଉଁଠି କାମ କରିଛନ୍ତି ତେବେ ଅଭିଜ୍ଞତା ଗୁଡିକୁ ଭଲଭାବରେ ଇଣ୍ଟରଭ୍ୟୁରେ ପ୍ରଦର୍ଶନ କରିବେ ।

ଅଧିକ ଜାଣିବା ପାଇଁ ଇନଫୋସିସ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://career.infosys.com/jobdesc?jobReferenceCode=INFSYS-EXTERNAL-155555

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/wh0k

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )