Tuesday 23rd April 2024
ପୁଣି ବାହାରିଲା ବିନା ପରୀକ୍ଷାରେ ଚାକିରୀ, ଆପଣ ବି କରିପାରିବେ ଆବେଦନ

ପୁଣି ବାହାରିଲା ବିନା ପରୀକ୍ଷାରେ ଚାକିରୀ, ଆପଣ ବି କରିପାରିବେ ଆବେଦନ

ସରକାରୀ ଚାକିରୀ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ବିନା ପରୀକ୍ଷାରେ କରିପାରିବେ ଚାକିରୀ, ଆଜି ହିଁ କନ୍ତୁ ଆବେଦନ । ନ୍ୟସ୍‌ନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ NHAI ର ଅଫିସିଆଲ ୱେବସାଇଟ୍ nhai.gov.in କୁ ଯାଇ ଆବେଦନ କରିପାରିବେ । ଯାହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ପୋଷ୍ଟ ଗୁଡ଼ିକ ପାଇଁ ସିଧାସଳଖ https://nhai.gov.in/#/ଏହି ଲିଙ୍କ୍ କୁ ଯାଇ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ https://images.news18.com/ibnkhabar/uploads/2023/01/NHAI-Recruitment-2023-Notification-PDF.pdf ଏହି ଲିଙ୍କ୍ ଉପରେ କ୍ଲିକ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନ କରିବାର ଶେଷ ତାରିଖ – ଜାନୁଆରୀ ୧୯

ଖାଲି ପଦବୀ:

• ମୋଟ ପୋଷ୍ଟ ସଂଖ୍ୟା – ୧୮
• ମ୍ୟାନେଜର୍ (ଆଡମିନିଷ୍ଟ୍ରେସନ୍ ଏବଂ ଲିଗାଲ୍)- ୧୪ ଟି ପୋଷ୍ଟ
• ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍) – ୪ଟି

ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତିରେ ଥିବା ଯୋଗ୍ୟତା ଥିବା ଆବଶ୍ୟକ।
ଏହି ନିଯୁକ୍ତି କେବଳ ଯୋଗ୍ୟତା ଭିତ୍ତିରେ ହେବ। କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ।

ବୟସ ସୀମା:

ଏହି ପଦବୀ ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କର ବୟସ ୫୬ ବର୍ଷ ଭିତରେ ହୋଇଥିବା ଉଚିତ।

CATEGORIES
TAGS
Share This

COMMENTS

Wordpress (0)
Disqus ( )