Reliance ରେ ବାହାରିଛି ବିଜ୍ଞପ୍ତି ! +2 କିମ୍ବା +3 ପାସ୍ କରିଥିଲେ Bhubaneshwar ରେ କରିପାରିବେ ଚାକିରୀ !
ଭାରତରେ Reliance ଏକ ଜଣାଶୁଣା ବଡ brand । Reliance company ରେ ଅନେକ Branch ରହିଛି । ତେବେ Reliance company ତାର Telecom services ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ Reliance Jio ଇଣ୍ଟରନେଟ୍ Service ରେ ଅନେକ ପୁରୁଣା company କୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ Reliance Jio ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । Reliance Jio ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ Telecommunication ଏବଂ telecom service କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି ।
ଏବେ ପୁଣିଥରେ Reliance Retail ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି Bhubaneshwar ପାଇଁ ବାହାରିଛି ।
ଏହି Link କୁ ଯାଇ company ବିଷୟରେ ଅଧିକ ଜାଣିପାରିବେ –
https://relianceretail.com/index.html
ପଦବୀ ର ନାମ – Sales Associate
Notification ବାହାରିବା ର ଦିନ – ୧୦ /୦୨/୨୦୨୩
Locations ବା ସ୍ଥାନ – Bhubaneswar (Electronics My Jio Stores )
Experience –୧ ରୁ ୩ ବର୍ଷ ଥିଲେ ଭଲ
Qualification ବା ଯୋଗ୍ୟତା –
+2 କିମ୍ବା +3 ପାସ୍ କରିଥିବା ଦରକାର
ଏହି ଚାକିରୀ କରିବା ପାଇଁ କଣ ଦରକାର ? –
- High degree of customer orientation
- Aptitude for sale
- Language fluency
- High degree of process and systems orientation
- Enthusiasm for technology
ଚାକିରୀରେ କଣ ରହିବ ଦାୟିତ୍ୱ ? –
- To achieve the revenue and margin targets as assigned by Store Leader
- To increase the average transaction vale per customer by ensuring that each customer satisfactorily up the value chain during the selling process
- Error free billing
- Effective interactions on the shop floor to ensure satisfied customer response
- Adhering to the selling process to ensure closing the sale
- Address and escalate (wherever required) all cases of involving product/product interface for customers requiring enhanced inputs for facilitation of product selection, multiple product networking, etc.
- Constantly update knowledge and selling skills to perform cross- selling.
- Adherence to Store SOPs
- To ensure that the complete set of customer’s needs are met starting from enquiry to closure of the sales transaction
- To ensure customer grievances, if any, are effectively addressed and resolve thru’ escalations (if required).
- To satisfy customer needs and expectations in terms of advance product information and customized solutions that may be desired.
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Job
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
I want to job
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Yes
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Salesman
Yes, I’m interest
Urgent job required
Yes
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Yes I am intrested
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।