IT sector ରେ ବଡ ଧରଣର ବିଜ୍ଞପ୍ତି ! Infosys Bhubaneswar ରେ Project Manager ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !
Information technology company ବା IT Company ନାଁ ରେ Infosys ବେଶ୍ ଜଣାଶୁଣା । Information technology(IT) ରେ Career କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର dream ଥାଏ Infosys ରେ ଚାକିରି କରିବା ପାଇଁ । ଯେତେବେଳେ ଓଡିଶାରେ Infosys ର Branch ନଥିଲା ସେତେବେଳେ ଅନେକ ଲୋକ ବାହାରେ ଚାକିରୀ କରୁଥିଲେ । ଏବେ କିନ୍ତୁ ଅନେକ ଲୋକ ବାହାରୁ ଆସି IT sector ରେ ଓଡିଶାରେ ଚାକିରୀ କରୁଛନ୍ତି । ବର୍ତ୍ତମାନ Bhubaneswar ଏକ ପ୍ରକାରର cyber city ଭାବରେ ପରିଚିତ ।
Infosys ର Bhubaneswar branch ରେ ବାହାରିଛି ଏକ ବଡଧରଣ ର ବିଜ୍ଞପ୍ତି । Project Manager ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି Infosys Bhubaneswar ।
Infosys ରେ ବର୍ତ୍ତମାନ ୧୦,୦୦୧ ରୁ ଅଧିକ କର୍ମଚାରୀ ଅଛନ୍ତି ।
Eligibility criteria ବା ଯୋଗ୍ୟତା – Bachelor of Engineering
ଅଭିଜ୍ଞତା ବା Work Experience – ୮ ବର୍ଷ କିମ୍ବା ଉର୍ଦ୍ଧ
Project Manager ପଦବୀ ପାଇଁ କଣ ଆବଶ୍ୟକତା ରହିଛି –
Technical and Professional Requirements –
- Primary skills: Java
- Desirables: Java – > Microservices,Java -> Springboot
Preferred Skills –
Java
Generic Skills –
- Java->Microservices
- Java->Springboot
Responsibilities –
- As part of the Infosys project management team, your primary role would be to take end-to-end bottom line responsibility for a Project.
- You will lead the proposal preparation, review the project estimations, capture inputs from key stakeholders to position Infosys suitably in order to seal the deal.
- You will schedule assignments, monitor, review and report project status regularly in order to manage project risks and ensure successful project delivery and implementation.
- You will also coach and create a vision for the team, provide subject matter training for your focus areas, motivate and inspire team members through effective and timely feedback and recognition for high performance.
- You would be a key contributor in creating thought leadership within the area of technology specialization and in compliance with guidelines, policies and norms of Infosys.
If you think you fit right in to help our clients navigate their next in their
digital transformation journey, this is the place for you !
Seniority level – Entry level
Employment type – Full-time
Job function – Project Management and Information Technology
ଶୀଘ୍ର କରନ୍ତୁ , ବିଜ୍ଞପ୍ତି ବାହାରିବାର ୨୦ ଘଣ୍ଟା ମଧ୍ୟରେ ୬୫ applicants Apply କରିସାରିଲେଣି ।
Apply କରିବା ପାଇଁ ଏହି Link ରେ Click କରନ୍ତୁ –
https://career.infosys.com/jobdesc?jobReferenceCode=INFSYS-EXTERNAL-150161&sourceId=1
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
I want a job
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
I am interested
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Iam interested….
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।