Thursday 25th April 2024
Intelligence Bureau (IB) ରେ ଦୁଇଟି ପଦବୀ ପାଇଁ ବାହାରିଛି ବଡ ବିଜ୍ଞପ୍ତି ! ମାଟ୍ରିକ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

Intelligence Bureau (IB) ରେ ଦୁଇଟି ପଦବୀ ପାଇଁ ବାହାରିଛି ବଡ ବିଜ୍ଞପ୍ତି ! ମାଟ୍ରିକ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭାରତର ସୁରକ୍ଷା ପାଇଁ ଅନେକ ଗୁଇନ୍ଦା ସଂସ୍ଥା କାମ କରେ । Intelligence Bureau (IB) ହେଉଛି ସେଥିମଧ୍ୟରୁ ଗୋଟିଏ । Intelligence Bureau (IB) ଭାରତର Internal security ଏବଂ Counterintelligence ପାଇଁ କାମକରେ ।  Intelligence Bureau (IB) ଭାରତର  Ministry of Home Affairs (India) ଅଧିନରେ କାମ କରେ । Intelligence Bureau (IB) ବାହାର କରିଛି ଦୁଇଗୋଟି ବଡ ନିଯୁକ୍ତି । ଦୁଇଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ।

ପ୍ରଥମ ପଦବୀ – Security Assistant / Executive

ଦ୍ୱିତୀୟ ପଦବୀ – Multi-Tasking Staff  (MTS) 

ତେବେ ପ୍ରଥମ ପଦବୀ Security Assistant / Executive ରେ ଫାଙ୍କା ଅଛି ପାଖାପାଖି ୧,୫୨୫ ଟି ପଦବୀ । ଦ୍ୱିତୀୟରେ Multi-Tasking Staff (MTS) ରେ ପାଖାପାଖି ୧୫୦ ଟି ପଦବୀ । 

ମୋଟ ପଦବୀ ସଂଖ୍ୟା –୧୬୭୫ ଟି ପଦବୀ

 

ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ତାରିଖ – ୧୭-୦୨-୨୦୨୩ (ଶେଷ ତାରିଖ)

 

ପରୀକ୍ଷାକୁ ନେଇ ମନରେ ଥିବା କିଛିବି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏହି Link ରେ click କରନ୍ତୁ –

https://cdn.digialm.com//per/g01/pub/726/EForms/image/ImageDocUpload/11/1114038876234568427000.pdf

IB Security Assistant & MTS  Recruitment Notification –

Official Notification ଅନୁସାରେ କେବଳ ଓଡିଶାରେ ଥିବା

Vacancy –

ଏହି ଲିଙ୍କ୍‌କୁ ଯାଇ Intelligence Bureau (IB) ବିଷୟରେ ଅନେକ

 

ତଥ୍ୟ ପାଇପାରିବେ  –

 https://www.mha.gov.in/en/notifications/vacancies

କେଉଁ ସ୍ଥାନରେ ପରୀକ୍ଷା ଦେଇପାରିବେ ?

ପରୀକ୍ଷାର୍ଥି ଙ୍କ ପାଇଁ ୫ ଗୋଟି Options ରହିବ ।

ଓଡିଶାର  କେଉଁ ସ୍ଥାନରେ ହେବ ପରୀକ୍ଷା କେନ୍ଦ୍ର ?

Eligibility criteria ବା ଯୋଗ୍ୟତା – 

  • Candidates should possess Matriculation.

Official Notification ଅନୁସାରେ  ମାଟ୍ରିକ ପରୀକ୍ଷାରେ ବା Matriculation examination ପାସ୍ କରିଥିବା ଦରକାର । ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା Official Notification ଟିକୁ ଭଲଭାବେ ପଢନ୍ତୁ ।

କଣ ରହିବ ଦରମା ? ଏବଂ ପୋଷ୍ଟ ବିଷୟରେ ଅଧିକ ତଥ୍ୟ –

 

କିପରି ହେବ ପରୀକ୍ଷା –

ଏହି Link ରେ Click କଲେ ସିଧା ସଳଖ apply କରିପାରିବେ – 

https://cdn.digialm.com//EForms/configuredHtml/1258/79819/Registration.html

ବୟସ ସୀମା – ୧୮ ରୁ ୨୫ ବର୍ଷ

Examination Fee –

  1. For Male Candidates of General/ EWS & OBC Candidates: Rs. 500/
  2. For all Other Candidates: Rs. 450/-
  3. Payment Mode: Through Online Mode

Official Notification ଟିକୁ  Download  କରିବାପାଇଁ  ନିମ୍ନଲିଖିତ Link  ରେ  Click କରନ୍ତୁ- 

https://cdn.digialm.com//per/g01/pub/726/EForms/image/ImageDocUpload/11/1118639501130586603209.pdf

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )