Thursday 25th April 2024
OPSC ର ବଡ ବିଜ୍ଞପ୍ତି ! Odisha Judicial Service ନେଇ ଆସିଛି Civil Judge ହେବାର ସୁଯୋଗ !

OPSC ର ବଡ ବିଜ୍ଞପ୍ତି ! Odisha Judicial Service ନେଇ ଆସିଛି Civil Judge ହେବାର ସୁଯୋଗ !

ଅର୍ଡର ଅର୍ଡର କହିଲେ କୋର୍ଟ କଥା ମନେପଡେ । ଏହି ଶବ୍ଦଟି କିଏ କେବେ କେଉଁଠି ନା କେଉଁଠି ନିଶ୍ଚୟ ଶୁଣିଛି । ଫିଲ୍ମରେ ହେଉ କିମ୍ବା ସତରେ କୋର୍ଟ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଓଡିଶାର ସର୍ବୋଚ୍ଚ କୋର୍ଟ ହେଉଛି ହାଇକୋର୍ଟ । ସେଥିପାଇଁ ଲୋକେ କଥାରେ କଥାରେ କହନ୍ତି ହାଇକୋର୍ଟରେ case file କରିବି । ତେବେ Odisha Judicial Service ନେଇ ଆସିଛି ସୁବର୍ଣ୍ଣ ସୁଯୋଗ । Odisha Public Service Commission(OPSC) ରେ Civil Judge ପଦବୀକୁ ନେଇ ବାହାରିଛି ବଡଧରଣର ବିଜ୍ଞପ୍ତି । Civil Judge ପଦବୀରେ ମୋଟ ୫୩ ଟି ପୋଷ୍ଟ ଫାଙ୍କା ଅଛି ।

 

ତେଣୁ ନିମ୍ନରେ  ଦିଆଯାଇଥିବା  Notification  ଟିକୁ  ଥରେ ଭଲଭାବେ

ପଢିନିଅନ୍ତୁ –

ଏହି ଲିଙ୍କ୍‌କୁ ଯାଇ Odisha Public Service Commission (OPSC) ର Odisha Judicial

Service ବିଷୟରେ ଅନେକ ତଥ୍ୟ ପାଇପାରିବେ  –   https://www.opsc.gov.in/Public/OPSC/Default.aspx

ଦରମା – ୭୭,୮୪୦ ରୁ ୧,୩୬,୫୨୦ଟଙ୍କା

 

 

ଶିକ୍ଷାଗତ ଯୋଗ୍ୟତା –

  • Candidate should possess Degree (Law)

ଯେକୌଣସି ସରକାରୀ ବିଶ୍ୱବିଦ୍ୟାଳୟରୁ LAW ର ଡିଗ୍ରୀରେ ଆପଣ Graduate ହେଇଥିବା ଦରକାର । ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା Official Notification କୁ ପଢନ୍ତୁ ।

ପରୀକ୍ଷାର ସ୍ଥାନ –

୫ଟି ସ୍ଥାନରେ ହେଇପାରେ । ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା Official Notification କୁ ପଢନ୍ତୁ ।

ବୟସ ସୀମା – ୨୩ ରୁ ୩୫ ପର୍ଯ୍ୟନ୍ତ ରହିଛି 

Notification  ଅନୁଯାଇ  ପରୀକ୍ଷାକୁ ନେଇ କିଛି ବିଶେଷ ତଥ୍ୟ ନିମ୍ନରେ ଦିଆଯାଇଛି –

Official Notification ଟିକୁ 

Download  କରିବାପାଇଁ  ନିମ୍ନଲିଖିତ Link 

ରେ  Click କରନ୍ତୁ- 

https://www.opsc.gov.in/Public/Pages/View_Content.aspx?id=MeNGKau42B9VX4Nn6oZfXA==

 

ଏହି ପୋଷ୍ଟ ର ଆବେଦନ ୧୭- ୦୨- ୨୦୨୩ ରୁ ଆରମ୍ଭ ହେବ । ଏହି ବିଷୟରେ ପରେ UPDATE ପାଇବେ।                

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )