Tuesday 30th April 2024
upsc ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଜି ହିଁ କରନ୍ତୁ ଆବେଦନ

upsc ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଜି ହିଁ କରନ୍ତୁ ଆବେଦନ

UPSC ପରୀକ୍ଷା ଦେଇ ସମସ୍ତେ ଚାହାନ୍ତି କି ଗୋଟିଏ ବଡ଼ ସରକାରୀ ଚାକିରୀ କରିବାକୁ । ଆଉ ସେଥିପାଇଁ ସମସ୍ତେ ପାଠ ପଢ଼ି competitive ପାଇଁ ଚେଷ୍ଟା କରିଥାନ୍ତି ଓ ଲକ୍ଷ ରଖନ୍ତିି କେମିତି ସେହି ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇପାରିବେ । ତେବେ ଆପଣ ଜାଣଛନ୍ତି କି ଏବେ ଆପଣ କେବଳ ୨୫ ଟଙ୍କା ଦେଇ UPSC ରେ ଚାକିରି କରିପାରିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ କଥା ଟି ସତ । ତେବେ ଆପଣ ବି ଯଦି ଚାହୁଁଛନ୍ତି UPSC ପରୀକ୍ଷା ଦେଇ ବଡ଼ ପଦବୀରେ ରହିବାକୁ ତେବେ ଏହି ଖବର ଟି ଆପଣଙ୍କ ପାଇଁ । ଚାଲନ୍ତୁ ଜାଣିବା ଏ ସମ୍ବନ୍ଧରେ ଅଦିକ କିଛି ।Best advice for upsc exam preparation tips - UPSC Exam Tips: अपनी गलतियों से सबक लेना है जरूरी, ऐसे करें परीक्षा की बेस्ट तैयारी – News18 हिंदी() UPSC ବିଜ୍ଞପ୍ତି ପ୍ରକାଶ କରିଛି ଅଧ୍ୟାପକ ଭଳି ଅନେକ ପଦବୀ ପାଇଁ । ଆଶାୟୀ ପ୍ରାର୍ଥୀ ମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ UPSC ର ଅଫିସିଆଲ ୱେବ୍‌ସାଇଟ୍ https://www.upsc.gov.in/  କୁ ଯାଇ ଆବେଦନ କରିପାରିବେ । ଏନେଇ ଆବେଦନ ପ୍ରକ୍ରିିୟା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ UPSC Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
• ସହକାରୀ ରସାୟନ ବିଜ୍ଞାନୀ-୧୪ଟି ପୋଷ୍ଟ
• ସହକାରୀ ନିର୍ଦ୍ଦେଶକ-୧୩ଟି ପୋଷ୍ଟ
• ସହକାରୀ ଭୂବିଜ୍ଞାନୀ-୯ଟି ପୋଷ୍ଟ
• ଅଧ୍ୟାପକ-୯ଟି
• ବରିଷ୍ଠ କୃଷି ଯନ୍ତ୍ରୀ-୭ଟି ପୋଷ୍ଟ
• ସହକାରୀ ରସାୟନ ବିଜ୍ଞାନୀ-୬ଟି ପୋଷ୍ଟ
• କୃଷି ଯନ୍ତ୍ରୀ-୧ ପୋଷ୍ଟ
• ସହକାରୀ ରସାୟନ ବିଜ୍ଞାନୀ-୧ଟି ପୋଷ୍ଟ
• ସହକାରୀ ଜିଓଫିଜିସିଷ୍ଟ୍‌-୧ଟିପୋଷ୍ଟ

ଯୋଗ୍ୟତା:
• କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ଏଜୁକେଶନରେ M.Ed./ MA
• କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ହିନ୍ଦୀରେ ମାଷ୍ଟର ଡିଗ୍ରୀ

କିପରି ଆବେଦନ କରିବେ:
• ଷ୍ଟେପ୍‌-୧- ଅଫିସିଆଲ୍ ୱେବ୍‌ସାଇଟ୍ https://www.upsc.gov.in/  କ୍ଲିକ୍ କରିବେ ।
• ଷ୍ଟେପ୍‌-୨- ମୂଳପୃଷ୍ଠାରେ, ବିଜ୍ଞାପନ ସଂଖ୍ୟା ୨୧-୨୦୨୨ ଦେଖନ୍ତୁ ଓ ଆବଶ୍ୟକ ବିବରଣୀ ପୂରଣ କରିବେ ।
• ଷ୍ଟେପ୍‌-୩- ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ ।
• ଷ୍ଟେପ୍‌-୪- ଏହାର ଏକ ପ୍ରିଣ୍ଟବାହାର କରିକି ରଖିବାକୁ ପଡ଼ିବ ।

ଆବେଦନ ଶୁଳ୍କ:
• ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନର ଶୁଳ୍କ – ୨୫ଟଙ୍କା
• SC / ST/ PWBD/ ମହିଳା ପ୍ରର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )