Thursday 25th April 2024
SBIରେ ବାହାରିଲା ପଦବୀ, ଆଜି ହିଁ କରନ୍ତୁ ଆବେଦନ

SBIରେ ବାହାରିଲା ପଦବୀ, ଆଜି ହିଁ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରୀ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । SBI ରେ ଖାଲି ପଡ଼ିଛି ଅନେକ ପଦବୀ, ଯେଉଁଥିପାଇଁ SBI ବିଜ୍ଞପ୍ତି ପ୍ରକାଶ କରିଛି । ୧୪୩୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି SBI। ଆଶାୟୀ ପ୍ରାର୍ଥୀମାନେ SBI ର ଅଫିସିଆଲ ୱେବସାଇଟ୍ https://sbi.co.in/  କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୩, ଜାନୁଆରୀ ୧୦ ରହିଛି ।SBI Recruitment 2022 - Senior Executive Vacancy, Latest Jobs - Sentinelassam

ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

ଯେଉଁ ପ୍ରାର୍ଥୀ ଅବସର ନେଇ ସାରିଛନ୍ତି କିମ୍ବା SBIର ଷ୍ଟାଫ୍ କିମ୍ବା ଅନ୍ୟ ବ୍ୟାଙ୍କ୍‌ର ଆସୋସିଟ୍ ଅଛନ୍ତି ଓ ସେମାନଙ୍କର ବୟସ ୬୩ ବର୍ଷରୁ ଅଧିକ ହୋଇ ନଥିବ ସେମାନେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ।

କାହା ପାଇଁ କେତେ ପଦବୀ:

• ଇଡବ୍‌ଲ୍ୟୁଏସ୍‌-୧୨୫
• ଜେନେରାଲ୍‌-୬୮୦
• ଏସ୍‌ସି-୧୯୮
• ଓବିସି-୩୧୪
• ଏସ୍‌ଟି- ୧୨୧

ଦରମା:

• JMGS-I-୩୫,୦୦୦ଟଙ୍କା
• MMGS-II I MMGS-III-୪୦,୦୦୦ଟଙ୍କା
• କ୍ଲରିକାଲ୍‌-୨୫,୦୦୦ଟଙ୍କା

ଅଧିକ ସୂଚନା ପାଇଁ ଆଶୟୀ ପ୍ରାର୍ଥୀ ଏହି ଲିଙ୍କ୍ ଉପରେ କ୍ଲିକ କରନ୍ତୁ https://sbi.co.in/documents/77530/25386736/21122022_Advertisement+Collection+Facilitators.pdf/f0a0b733-bfad-2c6a-26b9-8439878beb7a?t=1671627616983

CATEGORIES
TAGS
Share This

COMMENTS

Wordpress (0)
Disqus (0 )