Friday 29th March 2024
IT Departmentରେ ବାହାରିଛି ପଦବୀ ଆଜି ହିଁ କରନ୍ତୁ ଆବେଦନ

IT Departmentରେ ବାହାରିଛି ପଦବୀ ଆଜି ହିଁ କରନ୍ତୁ ଆବେଦନ

ଦେଶର ପ୍ରଗତିରେ ବିଜ୍ଞାନର ହାତ ବହୁତ ହିଁ ଅଧିକ । ଗୋଟିଏ ଦେଶରେ ଯେତେ ଅଧିକ ବୈଜ୍ଞାନିକ ଥିବେ । ସେ ଦେଶରେ ଉଦ୍ଭାବନ ବି ସେତେ ଅଧିକ ହେବ । ତେଣୁକରି ପ୍ରଗତିର ଥରେ ଆମ ଦେଶର ବହୁତ ଯୁବପିଢି ଯୋଗଦାନ ଦେବାକୁ ଚାହାନ୍ତି । ଦି ଆପଣ ବି ଜଣେ ବୈଜ୍ଞାନିକ କିମ୍ବା କିଛି ଧରଣର ଉଦ୍ଭାବନ ଉପରେ କାମ କରିବାକୁ ଚାହାନ୍ତି ତାହାଲେ ଆଜିର ପୋଷ୍ଟ ଆପଣଙ୍କ ପ।ଇଁ । ଯଦି ଏହିଭଳି କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିବାକୁ ଚାହାଁନ୍ତି ତାହାଲେ ଚାଲନ୍ତୁ ଜାଣିବା କଣ ବାହାରିଛି ପଦବୀ ଓ କେମିତି କରିବେ ଆବେଦନ।NIELIT-MainPage() ବୈଜ୍ଞାନିକ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପୋଷ୍ଟ ବାହାର କରିଛି ଇଲେକ୍ଟ୍ରୋନୀକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ନ୍ୟାସନାଲ । ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନରେ NICରେ ବୈଜ୍ଞାନିକ C, D, E, F  ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ NIELITର ଅଫିସିଆଲ୍ ୱେବସାଇଟ୍ https://www.calicut.nielit.in/ ରେ ଆବେଦନ କରିପାରିବେ । ଏହା ବ୍ୟତିତ ଆଶୟୀ ପ୍ରାର୍ଥୀମାନେ https://www.nielit.gov.in/calicut/index.php ରେ ଆବେଦନ କରିବା ସହ ଅଫିସିଆଲ୍ ବିଜ୍ଞପ୍ତି ଟିକୁ ମଧ୍ୟ ଯାଞ୍ଚ କରିପାରିବେ ।

ତାରିଖ:

  • ଆବେଦନ କରିବାର ଶେଷ ତାରିଖ- ୨୧ନଭେମ୍ବର

ମୋଟ ଖାଲିଥିବା ପୋଷ୍ଟ:

  • ବେଜ୍ଞାନିକ C-୧୨୧ପୋଷ୍ଟ
  • ବେଜ୍ଞାନିକ D-୧୨ ପୋଷ୍ଟ
  • ବେଜ୍ଞାନିକ E-୧ପୋଷ୍ଟ
  • ବେଜ୍ଞାନିକ F-୨ଟି ପୋଷ୍ଟ

ଦରମା:

  • ବେଜ୍ଞାନିକ C-୬୭୭୦୦ -୨୦୮୭୦୦ଟଙ୍କା
  • ବେଜ୍ଞାନିକ D-୭୮୮୦୦ -୨୦୯୨୦୦ଟଙ୍କା
  • ବେଜ୍ଞାନିକ E-୧୨୩୧୦୦ -୨୧୫୯୦୦ଟଙ୍କା
  • ବେଜ୍ଞାନିକ F-୧୩୧୧୦୦ -୨୧୬୬୦୦ଟଙ୍କା

ଆବେଦନ ଶୁଳ୍କ:

  • ଆବେଦନ କରିବାକୁ ପ୍ରାର୍ଥୀ ମାନଙ୍କୁ ୮୦୦ ଟଙ୍କା ଦେବାକୁ ପଡ଼ିବ ।
  • SC/ST/PWD/ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )