Thursday 28th March 2024
ଆର୍ମି ପଦବୀ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବାହାରକରିଛି ବିଜ୍ଞପ୍ତି ! ଦଶମ ଏବଂ +୨ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆର୍ମି ପଦବୀ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବାହାରକରିଛି ବିଜ୍ଞପ୍ତି ! ଦଶମ ଏବଂ +୨ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ୟୁପିଏସ୍‌ସି ବିଜ୍ଞପ୍ତିରେ ପ୍ରକାଶ କରିଛି ଆର୍ମି ର ନିଯୁକ୍ତି । କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ସ୍ତରୀୟ ଅନେକ ପରୀକ୍ଷା । ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍ ଆଣିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ୨୦୮ ଟି ପୋଷ୍ଟ୍ ଫାଙ୍କା ଅଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୦୬/୦୬/୨୦୨୩ । 

ଆବେଦନ କରିବାର ଶେଷ ତାରିଖ – ୦୬ – ୦୬ – ୨୦୨୩ 

UPSC NDA & NA II Recruitment 2023 ! 10 /+ 2 Can Apply !

ପଦବୀ – ଆର୍ମି

 

ପୋଷ୍ଟ ସଂଖ୍ୟା – ୨୦୮ ଟି ପୋଷ୍ଟ

ଏହି ଲିଙ୍କ୍‌କୁ ଯାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

 https://upsc.gov.in/

UPSC NDA Army Recruitment 2023 ! 10 /+ 2 Can Apply !

ଶିକ୍ଷାଗତ ଯୋଗ୍ୟତା – 

ବୟସ ସୀମା – 

ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ ।

UPSC NDA & NA II Recruitment 2023 ! 10 /+ 2 Can Apply !

ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

ପରୀକ୍ଷାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ –

UPSC NDA & NA II Recruitment 2023 ! 10 /+ 2 Can Apply !

ପରୀକ୍ଷାର ସ୍ଥାନ –

ଓଡିଶା ର କଟକ ରେ ହେବ ।

UPSC NDA & NA II Recruitment 2023 ! 10 /+ 2 Can Apply !

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

UPSC NDA & NA II Recruitment 2023 ! 10 /+ 2 Can Apply !

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍  ପ୍ରାର୍ଥି ପାଇଁ – ୧୦୦ ଟଙ୍କା

ଏସସି କିମ୍ୱା ଏସଟି  କିମ୍ବା ଏକ୍ସ ସର୍ଭିସ୍ ମ୍ୟାନ୍ ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

UPSC NDA & NA II Recruitment 2023 ! 10 /+ 2 Can Apply !

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://upsc.gov.in/sites/default/files/Notif-NDA-II-23-engl-170523.pdf

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://upsconline.nic.in/upsc/OTRP/index.php

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )