Friday 19th April 2024
ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ସରକାରୀ ଚାକିରୀ ର ସୁଯୋଗ ! ସି.ଆର.ପି ସିଏମ୍ ଏବଂ ଏମ୍.ବି.କେ ପାଇଁ ବାହାରିଛି ବିଜ୍ଞପ୍ତି !

ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ସରକାରୀ ଚାକିରୀ ର ସୁଯୋଗ ! ସି.ଆର.ପି ସିଏମ୍ ଏବଂ ଏମ୍.ବି.କେ ପାଇଁ ବାହାରିଛି ବିଜ୍ଞପ୍ତି !

ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । ସୁନ୍ଦରଗଡ ଜିଲ୍ଲାର ବଲାଣି ଗ୍ରାମ ପଞ୍ଚାୟତରେ ସି.ଆର.ପି ସିଏମ୍ ଏବଂ ଏମ୍.ବି.କେ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

ଆବେଦନ କରିବାର ଶେଷ ତାରିଖ  – ୦୩/୦୬/୨୦୨୩

Sundargarh ,CDP Office CRP-CM & MBK vacancy ! 10th & +2 !

ପଦବୀ – 

  •   ସି.ଆର.ପି ସିଏମ୍
  • ଏମ୍.ବି.କେ 

 

ଦରମା –

  • ସି.ଆର.ପି ସିଏମ୍ – ୩,୦୦୦ ଟଙ୍କା
  • ଏମ୍.ବି.କେ – ୬,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ବିଜୟ ଲକ୍ଷ୍ମୀ ମିଶନ ଶକ୍ତି ବିଷୟରେ ଅଧିକ ଜାଣିପାରିବେ   –

https://sundergarh.nic.in/

Sundargarh ,CDP Office CRP-CM & MBK vacancy ! 10th & +2 !

ଶିକ୍ଷାଗତ ଯୋଗ୍ୟତା – 

  • ସି.ଆର.ପି ସିଏମ୍ – ଦଶମ ପାସ୍
  • ଏମ୍.ବି.କେ – +୨ ପାସ୍

ବୟସ ସୀମା – 

୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।

 

ବ୍ଲକ ସ୍ତରୀୟ ମହାସଂଙ୍ଘ କାର୍ଯାଳୟରେ ଆବେଦନ କରିପାରିବେ ।

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://cdn.s3waas.gov.in/s3289dff07669d7a23de0ef88d2f7129e7/uploads/2023/05/2023051769.pdf

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar

    Sandhya Rani Behera

  • Disqus (0 )