UPSC ତରଫରୁ ବାହାରିଲା ବଡଧରଣର ବିଜ୍ଞପ୍ତି ! Indian Forest Service ରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ !
କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ପରୀକ୍ଷା Civil Service Exam । UNION PUBLIC SERVICE COMMISSION (UPSC) ଆଣିଛି ବଡଧରଣ ର ବିଜ୍ଞପ୍ତି । UPSC ବିଜ୍ଞପ୍ତିରେ ପ୍ରକାଶ କରିଛି Indian Forest Service ର Vacancy । ବିଜ୍ଞପ୍ତି ଅନୁସାରେ ୧୫୦ ଟି ପୋଷ୍ଟ ଫାଙ୍କା ଅଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ ୨୦୨୩ । ୨୧ ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।
Civil Service Exam ରେ ତିନି ଗୋଟି ପର୍ଯ୍ୟାୟ ଥାଏ –
- Preliminary Exam (Objective Test / ଚୟନ ଭିତିକ )
ଏହି ପରୀକ୍ଷାର ପ୍ରଶ୍ନପତ୍ରରେ ଚୟନ ଭିତିକ ଉତ୍ତର ମଧ୍ୟ ରହିଥାଏ । ଯେଉଁଥିରେ OMR (Optical Mark Recognition ) ରେ ଉତ୍ତର ଚୟନ କରିବା ପାଇଁ ଦିଆ ଯାଇଥାଏ ।
- Main Exam (Written Test / ଲିଖିତ ପରୀକ୍ଷା )
ଯେଉଁଥିରେ ପ୍ରତ୍ୟେକ ପ୍ରଶ୍ନପାଇଁ ବିସୃତ ଭାବରେ ଉତ୍ତର ଲେଖିବାର ଥାଏ ।
- Personality Test (Interview/ ସାକ୍ଷାତକାର )
ଉପରର ଦୁଇଟି ସ୍ତର ର ପରୀକ୍ଷା ସରିଲାପରେ Interview ବା ସାକ୍ଷାତକାର ପ୍ରକ୍ରିୟା ରେ ଚୟନ କରାଯାଏ । ଯେଉଁ ପ୍ରାର୍ଥି ପ୍ରତ୍ୟେକଥର ଉତ୍ତମ ପ୍ରଦର୍ଶନ କରିଥାନ୍ତି, ତାଙ୍କୁ ହିଁ ଚୟନ କରାଯାଏ ।
UPSC Indian Forest Service Exam Recruitment 2023 Notification –
ଏହି ଲିଙ୍କ୍କୁ ଯାଇ Indian Forest Service(UPSC) ବିଷୟରେ ଅନେକ ତଥ୍ୟ ପାଇପାରିବେ – https://upsc.gov.in/
Online application form Fillup କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା application form Fillup ସଂମ୍ପର୍କିତ କୌଣସି ପ୍ରକାର ର guidance/information/clarification ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।
Telephone No- 011-23385271 / 011-23381125 / 011-23098543 on working days between 10.00 AM TO 5.00 PM.
ଏହି Link ରେ Click କଲେ ସିଧା ସଳଖ apply କରିପାରିବେ – https://upsconline.nic.in/upsc/OTRP/index.php
ଗୁରୁତ୍ୱପୁର୍ଣ୍ଣ ତାରିଖ –
- Online Apply ର ଶେଷ ତାରିଖ : 21-02-2023
- Date of Correction Window Dates : 22-08-2023 to 28-02-2023
- Date for Prelims Exam: 28-05-2023
Eligibility criteria –
ସ୍ନାତକ ଡିଗ୍ରୀ ଥିଲେ Apply କରିପାରିବେ ।
- Candidates should possess Bachelor’s Degree (Relevant Disciplines).
Examination Fee –
- For Others: Rs. 100/-
- For Female/ SC/ ST/ PwBD candidate: NIL
- Payment Mode: Depositing the money in any Branch of SBI by cash/ Net Banking/ Credit/ Debit card.
Official Notification ଟିକୁ Download କରିବାପାଇଁ ନିମ୍ନଲିଖିତ Link ରେ Click କରନ୍ତୁ-
https://www.upsc.gov.in/sites/default/files/Notif-IFSP-2023-engl-010223.pdf
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।