Friday 26th April 2024
ଏନଫୋର୍ସମେଣ୍ଟ ଅଫିସର ପଦବୀ ପାଇଁ ୟୁପିଏସ୍‌ସି ବାହାର କରିଛି ବିଜ୍ଞପ୍ତି ! ସ୍ନାତକ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଏନଫୋର୍ସମେଣ୍ଟ ଅଫିସର ପଦବୀ ପାଇଁ ୟୁପିଏସ୍‌ସି ବାହାର କରିଛି ବିଜ୍ଞପ୍ତି ! ସ୍ନାତକ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ପରୀକ୍ଷା ସିଭିଲ ସର୍ଭିସ ପରୀକ୍ଷା । ୟୁନିୟନ ପବ୍ଲିକ୍ ସର୍ଭିସ କମିସନ୍ (ୟୁପିଏସ୍‌ସି)  ଆଣିଛି ବଡଧରଣ ର ବିଜ୍ଞପ୍ତି । ୟୁପିଏସ୍‌ସି ବିଜ୍ଞପ୍ତିରେ ପ୍ରକାଶ କରିଛି ଏନଫୋର୍ସମେଣ୍ଟ ଅଫିସର ବା ଏକାଉଣ୍ଟସ୍ ଅଫିସର ର ଭ୍ୟାକେନ୍ସି । ବିଜ୍ଞପ୍ତି ଅନୁସାରେ ୪୧୮ ଟି ପୋଷ୍ଟ ଫାଙ୍କା ଅଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୭ – ୦୩ – ୨୦୨୩ । ୩୦ ବର୍ଷ ବୟସର  ରୁ ଉର୍ଦ୍ଧ ପ୍ରାର୍ଥିମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ ।

 

ପଦବୀ – ଏନଫୋର୍ସମେଣ୍ଟ ଅଫିସର ବା ଏକାଉଣ୍ଟସ୍ ଅଫିସର

 

ଏହି ଲିଙ୍କ୍‌କୁ ଯାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

 https://upsc.gov.in/

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

ଟେଲିଫୋନ୍ ନମ୍ବର – ୦୧୧-୨୩୩୮୫୨୭୧ / ୦୧୧-୨୩୩୮୧୧୨୫ / ୦୧୧-୨୩୦୯୮୫୪୩ କାର୍ଯ୍ୟଦିବସ ଦିନରେ ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ଟା ପର୍ଯ୍ୟନ୍ତ ଫୋନ୍ କରିପାରିବେ । 

ପୋଷ୍ଟ ସଂଖ୍ୟା – ୪୧୮ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା – 

ଏହି ପଦବୀରେ ଆବେଦନ କରିବା ପାଇଁ ଯେକୌଣସି ଷ୍ଟ୍ରିମରେ ସ୍ନାତକ ଡିଗ୍ରୀ କରିଥିବା ବାଧ୍ୟତାମୂଳକ ଅଟେ ।

୧) ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା

୨) ଏମଏ ଇନ୍ ବିଜନେସ ଆଡମିନିଷ୍ଟ୍ରେସନ ବା ବ୍ୟବସାୟ ପ୍ରଶାସନରେ ଏମଏ

୩) ଆଇନରେ ପାଞ୍ଚ ବର୍ଷ ଡିଗ୍ରୀ କିମ୍ବା ପୋଷ୍ଟଗ୍ରାଜୁଏସନ୍ ଡିପ୍ଲୋମା ଇନ୍ କମ୍ପାନୀ ଆକାଉଣ୍ଟେଣ୍ଟ୍

୪) ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ

ଏହି ସବୁ ବିଷୟରେ ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ବା ପ୍ରିଫର କରାଯିବ ।

  

କେଉଁ ସ୍ଥାନରେ ପରୀକ୍ଷା ହେବ  –

ଭାରତରେ ସର୍ବମୋଟ ୭୯ ଟି ସ୍ଥାନରେ ପରୀକ୍ଷାର କେନ୍ଦ୍ର ରହିବ । 

ଓଡିଶା ର କଟକ ରେ ହେବ ପରୀକ୍ଷା କେନ୍ଦ୍ର ।

ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ନୋଟିଫିକେସନ୍ ଟିକୁ ଦେଖନ୍ତୁ

ବୟସ ସୀମା –

ଆବେଦନ କରିବାର ସର୍ବାଧିକ ବୟସ ସୀମା ହେଉଛି ୩୦ ବର୍ଷ । 

୩୦ ବର୍ଷରୁ ଉର୍ଦ୍ଧ ହେଲେ ଆବେଦନ କରିପାରିବେ ନାହିଁ ।

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି କିମ୍ବା ଇଡବ୍ଲୁଏସ୍ ପ୍ରାର୍ଥି ପାଇଁ – ୨୫ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://upsconline.nic.in/upsc/OTRP/index.php

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-

https://www.upsc.gov.in/sites/default/files/Spl-Advt-No-51-2023-engl-R-280223.pdf

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )