Wednesday 24th April 2024
ଏଚଆରବିପି ମ୍ୟାନେଜର ପଦବୀ ପାଇଁ ଟାଟା ଷ୍ଟିଲ୍ ରେ ବାହାରିଛି ବିଜ୍ଞପ୍ତି ! ଏମବିଏ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଏଚଆରବିପି ମ୍ୟାନେଜର ପଦବୀ ପାଇଁ ଟାଟା ଷ୍ଟିଲ୍ ରେ ବାହାରିଛି ବିଜ୍ଞପ୍ତି ! ଏମବିଏ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଟାଟା ଷ୍ଟିଲ୍ ବିଶ୍ୱସ୍ତରୀୟ ଇସ୍ପାତ କମ୍ପାନୀଗୁଡିକ ମଧ୍ୟରେ ଅଛି । ଯାହାର ଅଶୋଧିତ ଇସ୍ପାତ କ୍ଷମତା ବାର୍ଷିକ ୩୪ ନିୟୁତ ଟନ୍ ରହିଛି । ସମଗ୍ର ବିଶ୍ୱରେ ଅପରେସନ୍ ଏବଂ ବାଣିଜ୍ୟିକ ଉପସ୍ଥିତି ସହିତ ଭୌଗୋଳିକ ସ୍ତରରେ ବିଶ୍ୱର ସବୁଠାରୁ ବଡ ଇସ୍ପାତ ଉତ୍ପାଦକମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଓଡିଶାରେ ଅନେକ ଗୁଡିଏ ମାଇନ୍ସ ଅଛି । ସେହି ମାଇନ୍ସ ଗୁଡିକରେ ଅନେକ ଗୁଡିଏ କମ୍ପାନୀ ର ପ୍ଲାଣ୍ଟ ଅଛି । ସେଥିମଧ୍ୟରୁ ଟାଟା ଷ୍ଟିଲ୍ ହେଉଛି ଆଗ ଧାଡିର ବଡ କମ୍ପାନୀ । ମାର୍ଚ୍ଚ ୩୧, ୨୦୨୨ ମସିହା ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଏହି ଗୋଷ୍ଠୀ ୩୨,୮୩୬ ମିଲିୟନ ଆମେରିକୀୟ ଡଲାରର ଏକୀଭୂତ କାରବାର ରେକର୍ଡ କରିଛି । ୱାର୍କ-ସାର୍ଟିଫାଏଡ୍ ଟିଏମ୍ ସଂଗଠନ, ଟାଟା ଷ୍ଟିଲ୍ ଲିମିଟେଡ୍, ଏହାର ସହାୟକ କମ୍ପାନୀ, ସହଯୋଗୀ ତଥା ମିଳିତ ଉଦ୍ୟୋଗ ସହିତ ଏକ ମହାନ ସ୍ଥାନ ଗ୍ରହଣ କରିଛି । ଯାହାକି ପାଞ୍ଚଟି ମହାଦେଶରେ ବ୍ୟାପିଛି । ଯେଉଁଥିରେ ଅଫିସିଆଲ୍ ସ୍ତରରେ ୬୫,୦୦୦ ରୁ ଅଧିକ କର୍ମଚାରୀଙ୍କ କାମ କରୁଛନ୍ତି । ଯୋଡା ର ଟାଟା ଷ୍ଟିଲ୍ ରେ ବର୍ତ୍ତମାନ ଅନେକ କର୍ମଚାରୀ କାମ କରୁଛନ୍ତି । ବର୍ତ୍ତମାନ ଏଚଆରବିପି ମ୍ୟାନେଜର ପଦବୀ ପାଇଁ ଟାଟା ଷ୍ଟିଲ୍ ବାହାର କରିଛି ବଡ ଧରଣ ର ବିଜ୍ଞପ୍ତି ।

 

ପଦବୀ –  ଏଚଆରବିପି   ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଟାଟା ଷ୍ଟିଲ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.tatasteel.com/

Tata Steel is looking for an HRBP Manager in Odisha

ଚାକିରୀ କରିବାର ସ୍ଥାନ –

 ଯୋଡା ମାଇନ୍ସ , କେନ୍ଦୁଝର ଜିଲ୍ଲା ( ଓଡିଶା )

ଟାଟା ଷ୍ଟିଲ୍

 

ଶିକ୍ଷାଗତ ଯୋଗ୍ୟତା – 

ଏଆଇସିଟିଇ କିମ୍ବା ୟୁଜିସି ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ଏମବିଏ କିମ୍ବା ପିଜିଡିଏମ୍ କିମ୍ବା ମାଷ୍ଟର୍ସ ଇନ୍ ଏଚଆର କିମ୍ବା ଆଇଆର ଡିଗ୍ରୀ ର ଆବଶ୍ୟକତା ରହିଛି ।

ପିଜି ଡିପ୍ଲୋମା ଡିଗ୍ରୀ –

୧) ଏଚଆରଏମ୍ 

୨) ପର୍ସନାଲ୍ ମ୍ୟାନେଜମେଣ୍ଟ୍

୩) ସୋସିଆଲ୍ ଓ୍ୱେଲ୍ ଫେୟାର 

( ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ , ଡିଜାଇନ୍ , ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ , କେମିକାଲ୍ , ସିଭିଲ୍ , ଇଲେକ୍ଟ୍ରିକାଲ୍ ) 

 

ଅଭିଜ୍ଞତା – 

୩ ବର୍ଷ ରୁ ୭ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି ।

 

କଣ ରହିବ ଏହି ଚାକିରୀ ରେ ଦାଇତ୍ୱ ?

୧) ବ୍ୟବସାୟ ୟୁନିଟ୍ ପାଇଁ ଏଚଆରଏମ୍ ରଣନୀତିର କାର୍ଯ୍ୟକାରିତାକୁ ସମର୍ଥନ କରିବାକୁ ପଡିବ । ସମସ୍ତ ପ୍ରକ୍ରିୟାର ସମୟାନୁବର୍ତ୍ତୀ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ସମସ୍ତ କର୍ମଚାରୀଙ୍କ ପ୍ରଶ୍ନ ଏବଂ ଅଭିଯୋଗର ନିୟମିତ ବୃଦ୍ଧି ପାଇଁ ନିଶ୍ଚିତ କରିବାକୁ ପଡିବ । ଯାହା ଦ୍ୱାରା ଏକ ନିୟୋଜିତ ଏବଂ ଦକ୍ଷ କର୍ମଜୀବୀ ସୃଷ୍ଟି ହେବ ।

୨) ବିୟୁ ସ୍ତରର ରଣନୀତି ଏବଂ ସଂଗଠନ ଲକ୍ଷ୍ୟ ସହିତ ସମାନ୍ତରାଳ ନିଶ୍ଚିତ କରିବାକୁ ବ୍ୟବସାୟ ମଧ୍ୟରେ ଏଚଆରଏମ୍ ରଣନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସମର୍ଥନ କରିବାକୁ ପଡିବ ।

୩) ବ୍ୟବସାୟ ମଧ୍ୟରେ ଥିବା ସମସ୍ତ ଶିଳ୍ପ ସମ୍ପର୍କ ନୀତି ଏବଂ ଆବଶ୍ୟକତାଗୁଡ଼ିକର ଅନୁପାଳନକୁ ସମର୍ଥନ କରିବାକୁ ପଡିବ ।

୪) ଏକ ନିୟୋଜିତ, ଦକ୍ଷ ଦଳ ଏବଂ ଉଚ୍ଚ କାର୍ଯ୍ୟକ୍ଷମତାକୁ ଚଲାଇଥିବା ସହ ଏକ କାର୍ଯ୍ୟ ପରିବେଶକୁ ସକ୍ଷମ କରିବା ପାଇଁ ବିଭାଗର ମାନବ ସମ୍ବଳର ପରିଚାଳନା କରିବାକୁ ପଡିବ ।

 

ଚାକିରୀ ଆବଶ୍ୟକ ଥିବା ଦକ୍ଷତା ?

୧) ଏଚଆର କିମ୍ବା ଆଇଆର କନସେପ୍ଟ୍ ବିଷୟରେ ଜ୍ଞାନ ।

୨) ରାଜ୍ୟ ସମ୍ବନ୍ଧୀୟ ନିୟମ ଏବଂ ନିୟମର ବ୍ୟାଖ୍ୟା ର ଜ୍ଞାନ ।

 

 

ଅଧିକ ଜାଣିବା ପାଇଁ ଆପଣ ଟାଟା ଷ୍ଟିଲ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ –

https://tatasteel.ripplehire.com/candidate/?token=kYAz91uy1lFDi6FeSiRZ&lang=en&source=CAREERSITE#detail/job/22565

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://tatasteel.ripplehire.com/candidate/?token=kYAz91uy1lFDi6FeSiRZ&lang=en&source=CAREERSITE#apply/job/22565

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )