+୨ କିମ୍ବା +୩ ପାସ୍ କରିଥିଲେ ରିଲାଏନ୍ସ ଜୁଏଲାରୀରେ କରିପାରିବେ ଚାକିରୀ ! ରିଲାଏନ୍ସ ବାହାରକରିଛି ଏହି ବିଜ୍ଞପ୍ତି !
ଭାରତରେ ରିଲାଏନ୍ସ ଏକ ଜଣାଶୁଣା ବଡ ବ୍ରାଣ୍ଡ୍ । ରିଲାଏନ୍ସ କମ୍ପାନୀ ରେ ଅନେକ ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ତାର ଜୁଏଲାରି ଖୋଲିଛି । ରିଲାଏନ୍ସ ଜୁଏଲସ୍ ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ରିଲାଏନ୍ସ ଜୁଏଲସ୍ ହେଉଛି ରିଲାଏନ୍ସ ରିଟେଲର ଏକ ଅଂଶ, ଯାହା ‘ଭାରତର ଶ୍ରେଷ୍ଠ ୧୦ଟି ବିଶ୍ୱସ୍ତ ବ୍ରାଣ୍ଡ ମଧ୍ୟରେ ଅଛି ।ରିଲାଏନ୍ସ ଜୁଏଲସ୍ ସୁନା, ହୀରା, ରୂପା ଏବଂ ପ୍ଲାଟିନମ୍ ଜୁଏଲାରୀ ର ବ୍ୟବସାୟ କରିଥାଏ । ରିଲାଏନ୍ସ ଜୁଏଲସ୍ ର ଫ୍ଲାଗସିପ୍ ଶୋ’ରୁମ୍ ଏବଂ ଦୋକାନ-ଇନ୍-ଦୋକାନଗୁଡିକର ମାଲିକାନା ଅଟେ । ରିଲାଏନ୍ସ ଜୁଏଲସ୍ ଏକମାତ୍ର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅଳଙ୍କାର ଦ୍ୱାରା ଏକ ସୁନ୍ଦର ଅଭିଜ୍ଞତା ପ୍ରଦାନ କରି ଆନନ୍ଦିତ କରିବା । ଓଡିଶାରେ ଅନେକ ଗୁଡିଏ ରିଲାଏନ୍ସ ଜୁଏଲସ୍ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ବିଭିନ୍ନ ବିଭାଗରେ କାମ କରୁଛନ୍ତି । ବର୍ତ୍ତମାନ ରିଲାଏନ୍ସ ଜୁଏଲସ୍ ରେ କମର୍ସିଆଲ୍ ଅଫିସର ପାଇଁ ବାହାରିଛି ବିଜ୍ଞପ୍ତି । ରାଉରକେଲାରେ ହେବ ପୋଷ୍ଟିଂ ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ – କମର୍ସିଆଲ୍ ଅଫିସର
ଚାକିରୀ କରିବାର ସ୍ଥାନ – ରିଲାଏନ୍ସ ଜୁଏଲସ୍ ( ରାଉରକେଲା )
ଏହି ଲିଙ୍କ୍ ରେ କ୍ଲିକ୍ କଲେ ରିଲାଏନ୍ସ ଜୁଏଲସ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.reliancejewels.com/s/about-us
ଶିକ୍ଷାଗତ ଯୋଗ୍ୟତା –
୧) +୨ ପାସ୍ କରିଥିବା ଦରକାର ।
କିମ୍ବା
୨) ଗ୍ରାଜୁଏଟ୍ ହୋଇଥିବା ଦରକାର ବା ସ୍ନାତକ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ ।
ଅଭିଜ୍ଞତା –
୩ ରୁ ୬ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଆବଶ୍ୟକ ଥିବା ଦକ୍ଷତା –
୧) ମ୍ୟାନେଜମେଣ୍ଟ୍ ରିପୋର୍ଟିଂ ବା ପରିଚାଳନା ରିପୋର୍ଟ
୨) ଫାଇନାନ୍ସସିଆଲ୍ ଟ୍ରାଞ୍ଜେକସନ୍ ବା ଆର୍ଥିକ କାରବାର
୩) ଆଟେନସନ୍ ଟୁ ଡିଟେଲ୍
୪) ଡାଟା ଗେଦରିଂ ବା ଡାଟା ସଂଗ୍ରହ
ଚାକିରୀରେ କଣ ରହିବ ଦାଇତ୍ୱ –
୧) ଟଙ୍କା ଦେୟ ବା ଟଙ୍କା ଗ୍ରହଣ ଯୋଗ୍ୟ କାର୍ଯ୍ୟକଳାପଗୁଡିକୁ ପରିଚାଳନା କରିବା ।
୨) ଡେବିଟ୍, କ୍ରେଡିଟ୍, ଫାଇନାଲ୍ ଆକାଉଣ୍ଟ ର ବ୍ୟାଙ୍କ୍ ଜ୍ଞାନ ପାଇଁ ଦାୟୀ ରହିବା ।
୩) ଲାଭ ଏବଂ କ୍ଷତି କୁ ବାଲାନ୍ସ ସିଟ୍ ସହିତ ସଂଯୋଗ କରିବା । ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଗୁଡିକୁ ଲକ୍ଷ୍ୟ ରଖିବା ।
୪) ଏସଏପି ରେ ଇନଭଏସ୍ ବୃଦ୍ଧି କରିବା ।
୫) ଏମ ଆଇ ଏସ୍ ରିପୋର୍ଟିଂ
ଅଧିକ ଜାଣିବା ପାଇଁ ରିଲାଏନ୍ସ ଟ୍ରେଣ୍ଡସ୍ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Mu +2pass karichi
10 +2 +3
Nice
Mu+3Degree Pass Karichhi.
Good job