Saturday 27th April 2024
ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏମବିବିଏସ୍ ଓ ବିଡିଏସ୍ ପାଇଁ ନାମଲେଖା

ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏମବିବିଏସ୍ ଓ ବିଡିଏସ୍ ପାଇଁ ନାମଲେଖା

() ଆମ ସମାଜରେ ଚାକିରୀ କରିବାର ବିଭିନ୍ନ ପନ୍ଥା ରହିଛି । କିନ୍ତୁ ସବୁ ପ୍ରକାରର ଚାକିରୀ କରିବା ପାଇଁ ଅଲଗା ଅଲଗା ପରିଶ୍ରମ ବି ଲାଗିଥାଏ । ସେହି ପରିଶ୍ରମକୁ ନେଇ ହିଁ ସଫଳତା ମିଳେ । ଏଇ ଯେମିତି ଜଣେ ଶିକ୍ଷକ ହେବାକୁ ଚାହିଁଲେ ଯେମିତି ପରିଶ୍ରମ ଲାଗେ  ଜଣେ ଡାକ୍ତର ହେବାକୁ ଚାହିଁଲେ ତା ଠାରୁ ଅଧିକ ପରିଶ୍ରମ ଲାଗିଥାଏ । ସେଥିପାଇଁ ବହୁତ ଜଣ ଅନେକ ବର୍ଷ ଯାଏଁ ଏହିଭଳି ଚାକିରୀ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ।Many options after MBBS degree | Deccan Heraldଆଉ ଶେଷରେ ଜଣେ ଭଲ ଡାକ୍ତର ହୋଇ ସମାଜରେ ରୋଗୀଙ୍କୁ ସୁସ୍ଥ କରିବାର ଦାୟିତ୍ୱ ନିଅନ୍ତି । ତେବେ ଯଦି ଆପଣ ସେମିତି ଭବିଷ୍ୟତ ପାଇଁ ପ୍ରସ୍ତୁତି କରୁଛନ୍ତି ତାହାଲେ ଆଜିର ସୂଚନା ଆପଣଙ୍କ ପାଇଁ ।  ତେବେ ଆପଣ ଦେଇଛନ୍ତି କି ନିଟ ପରୀକ୍ଷା ଏବଂ ପଢ଼ିବାକୁ ଚାହୁଛନ୍ତି ଏମବିବିଏସ୍ କିମ୍ବା ବିଡିଏସ୍ । ଓଜେଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।MBBS/BDS Management Quota admissions in Andhra Pradesh: Apply by March 11, MBBS/BDS Management Quota admissions in Andhra Pradeshଓଜେଇ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେକ ରହିଛି ଯେ ଓଡ଼ିଶାରେ ଥିବା ମେଡିକାଲ କଲେଜରେ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି । ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ସେମାନେ ଏଥିପାଇଁ ପଞ୍ଜୀକରଣ କରିପାରିବେ । ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ମାନେ ଏନଆରଆଇ କୋଟାରେ ନାମ ଳେଖାଇବା ପାଇଁ ଆବେଦନ କରିପାରିବେ ।Check out the latest guidelines on NEET(UG) counsellingଏହି ପକ୍ରିୟା ଆଜି ଠାରୁ ମାନେ ୩୦ ସେପ୍ଟେମ୍ବର ଅପରାହ୍ନ ୪ଟାରୁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ଅନଲାଇନ ପଞ୍ଜୀକରଣ କରିପାରିବେ । ନିଜର ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିପାରିବେ ଓ ଫିସ ମଧ୍ୟ ଦାଖଲ କରିପାରିବେ । ପରେ ଡକ୍ୟୁମେଣ୍ଟର ଯାଞ୍ଚ ହେବା ପରେ ଅକ୍ଟୋବର ୧୮ ତରିଖ ୫ଟା ବେଳେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏହି ବିଜ୍ଞପ୍ତିରେ ଏହା ମଧ୍ୟ  ଉଲ୍ଲେକ ରହିଛି ଯେ ନିର୍ଦ୍ଧିଷ୍ଟ ସମୟରେ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ।A Complete Guide for Studying MBBS in China - Shopchun

CATEGORIES
TAGS
Share This

COMMENTS

Wordpress (0)
Disqus (0 )