OPSC ର ବଡ ବିଜ୍ଞପ୍ତି ! Odisha Judicial Service ନେଇ ଆସିଛି Civil Judge ହେବାର ସୁଯୋଗ !
ଅର୍ଡର ଅର୍ଡର କହିଲେ କୋର୍ଟ କଥା ମନେପଡେ । ଏହି ଶବ୍ଦଟି କିଏ କେବେ କେଉଁଠି ନା କେଉଁଠି ନିଶ୍ଚୟ ଶୁଣିଛି । ଫିଲ୍ମରେ ହେଉ କିମ୍ବା ସତରେ କୋର୍ଟ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଓଡିଶାର ସର୍ବୋଚ୍ଚ କୋର୍ଟ ହେଉଛି ହାଇକୋର୍ଟ । ସେଥିପାଇଁ ଲୋକେ କଥାରେ କଥାରେ କହନ୍ତି ହାଇକୋର୍ଟରେ case file କରିବି । ତେବେ Odisha Judicial Service ନେଇ ଆସିଛି ସୁବର୍ଣ୍ଣ ସୁଯୋଗ । Odisha Public Service Commission(OPSC) ରେ Civil Judge ପଦବୀକୁ ନେଇ ବାହାରିଛି ବଡଧରଣର ବିଜ୍ଞପ୍ତି । Civil Judge ପଦବୀରେ ମୋଟ ୫୩ ଟି ପୋଷ୍ଟ ଫାଙ୍କା ଅଛି ।
ତେଣୁ ନିମ୍ନରେ ଦିଆଯାଇଥିବା Notification ଟିକୁ ଥରେ ଭଲଭାବେ
ପଢିନିଅନ୍ତୁ –
ଏହି ଲିଙ୍କ୍କୁ ଯାଇ Odisha Public Service Commission (OPSC) ର Odisha Judicial
Service ବିଷୟରେ ଅନେକ ତଥ୍ୟ ପାଇପାରିବେ – https://www.opsc.gov.in/Public/OPSC/Default.aspx
ଦରମା – ୭୭,୮୪୦ ରୁ ୧,୩୬,୫୨୦ଟଙ୍କା
ଶିକ୍ଷାଗତ ଯୋଗ୍ୟତା –
- Candidate should possess Degree (Law)
ଯେକୌଣସି ସରକାରୀ ବିଶ୍ୱବିଦ୍ୟାଳୟରୁ LAW ର ଡିଗ୍ରୀରେ ଆପଣ Graduate ହେଇଥିବା ଦରକାର । ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା Official Notification କୁ ପଢନ୍ତୁ ।
ପରୀକ୍ଷାର ସ୍ଥାନ –
୫ଟି ସ୍ଥାନରେ ହେଇପାରେ । ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା Official Notification କୁ ପଢନ୍ତୁ ।
ବୟସ ସୀମା – ୨୩ ରୁ ୩୫ ପର୍ଯ୍ୟନ୍ତ ରହିଛି
Notification ଅନୁଯାଇ ପରୀକ୍ଷାକୁ ନେଇ କିଛି ବିଶେଷ ତଥ୍ୟ ନିମ୍ନରେ ଦିଆଯାଇଛି –
Official Notification ଟିକୁ
Download କରିବାପାଇଁ ନିମ୍ନଲିଖିତ Link
ରେ Click କରନ୍ତୁ-
https://www.opsc.gov.in/Public/Pages/View_Content.aspx?id=MeNGKau42B9VX4Nn6oZfXA==
ଏହି ପୋଷ୍ଟ ର ଆବେଦନ ୧୭- ୦୨- ୨୦୨୩ ରୁ ଆରମ୍ଭ ହେବ । ଏହି ବିଷୟରେ ପରେ UPDATE ପାଇବେ।
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।