Friday 29th March 2024
ଓଡିଶାର ମେଡିକାଲ୍ କଲେଜରେ Assistant Professor ହେବାର ସୁବର୍ଣ୍ଣ ସୁଯୋଗ !

ଓଡିଶାର ମେଡିକାଲ୍ କଲେଜରେ Assistant Professor ହେବାର ସୁବର୍ଣ୍ଣ ସୁଯୋଗ !

ଉଚ୍ଚ ଶିକ୍ଷା ପାଇଁ ୟୁନିର୍ଭସିଟି  କିମ୍ବା କଲେଜରେ ନାଁ ଲେଖାଇବାକୁ ପଡେ । Assistant Professor ଏବଂ Associate Professor ମାନେ ଆସି କ୍ଲାସ୍ ନେଇଥାଆନ୍ତି । ତେବେ କଲେଜ୍ ରେ କ୍ଲାସ୍ କରିବାର ମଜା ଟିକେ ଅଲଗା । କାହିଁକିନା କଲେଜରେ Professor ମାନେ ଟିକେ ଅଲଗା ଢଙ୍ଗରେ କ୍ଲାସ୍ ନେଇଥାଆନ୍ତି । Assistant Professor ଏବଂ Associate Professor ମାନଙ୍କର Personality ଟିକେ ଅଲଗା । Professor ଚାକିରିରେ ଥାଏ ସମ୍ମାନ । ସମାଜରେ Assistant Professor ପଦବୀ ର ଅଛି ଏକ ସ୍ୱତନ୍ତ୍ର ପରିଚୟ ।

ଡାକ୍ତର ହେବାପାଇଁ MBBS ପାଠପଢିବାପାଇଁ ପଡିଥାଏ । ତେବେ ଡାକ୍ତରମାନଙ୍କୁ ଯିଏ ପାଠ ପଢାଇଥାଆନ୍ତି, ତାଙ୍କୁ Medical college ର Professor ବୋଲି କୁହାଯାଏ । ଅନ୍ୟ କଲେଜ ପରି Medical college ରେ ମଧ୍ୟ Assistant Professor ଏବଂ Associate Professor ମାନେ ଥାଆନ୍ତି ।

 

ବର୍ତ୍ତମାନ ଓଡିଶା ସରକାରଙ୍କ Medical college ରେ Assistant Professor ହେବାର ସୁଯୋଗ ଆସିଛି । ସୂଚନା ଅନୁସାରେ ୨୭୪ ଟି Assistant Professor ପଦବୀ ଫାଙ୍କା ଅଛି । ଯେଉଁଥିରୁ ୬୫ ଟି ପଦବୀ କେବଳ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଅଛି । 

ଆଶାୟୀ ପ୍ରାର୍ଥୀମାନେ OPSC ର ଅଫିିସିଆଲ ୱେବସାଇଟ୍  https://opscrecruitment.in/#/auth/landing କୁ ଯାଇ ଅଫିସିଆଲ୍ ନୋଟିସ୍ ଟି କୁ ପଢିପାରିବେ ।

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ – https://opscrecruitment.in/#/auth/home 

ମୋଟ ପୋଷ୍ଟ ୨୭୪ ଟି ପୋଷ୍ଟ ଖାଲି ଅଛି 

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ  ଏବଂ  ସର୍ବାଧିକ ବୟସ ସୀମା- ୪୫ ବର୍ଷ

ଦରମା –  Government MCHs of the State of Odisha, under Health & Family Welfare Department in the Academic Level-12 of ORSP (MCT) Rules.

( ଏହି ଲିଙ୍କ୍‌କୁ ଯାଇ ବିଭିନ୍ନ ବର୍ଗର ଦରମା ଜାଣିପାରିବେ – https://finance.odisha.gov.in/sites/default/files/2020-04/26342.pdf )

ଯୋଗ୍ୟତା – ଉପରେ ଦିଆଯାଇଥିବା Official notification ର photo ରେ ବିସ୍ତୃତ ବିବରଣୀ ଅଛି । 

ଶେଷ ତାରିଖ – ୧୭-୦୨-୨୦୨୩ (OPSC ର guideline ହିସାବରେ)

JOB ହେଉ କିମ୍ୱା ଅନ୍ୟକିଛି, UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )