Tuesday 16th April 2024
ଓଡିଶାରେ ୩୯୩ ଟି ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପୋଷ୍ଟ୍ ବାହାରିଛି ! ଏନେଇ ଆଦର୍ଶ ବିଦ୍ୟାଳୟ ବାହାରକରିଛି ବିଜ୍ଞପ୍ତି !

ଓଡିଶାରେ ୩୯୩ ଟି ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପୋଷ୍ଟ୍ ବାହାରିଛି ! ଏନେଇ ଆଦର୍ଶ ବିଦ୍ୟାଳୟ ବାହାରକରିଛି ବିଜ୍ଞପ୍ତି !

ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ତା ସହ ଛାତ୍ରଛାତ୍ରୀ ଙ୍କ ସ୍କିଲ୍ ଡେଭେଲପ କରିବା । ଓଡିଶାର ଆଦର୍ଶ ବିଦ୍ୟାଳୟ ୩୧୪ ଟି ବ୍ଲକ୍ ରେ  ସ୍ଥାପିତ ହୋଇଛି । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷା ପ୍ରଦାନ କରୁଛି । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତିଆରି ହୋଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)। ଓଏଭିଏସ୍ ର ପୂର୍ଣ୍ଣନାମ ହେଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ । ଓଏଭିଏସ୍  ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ , ବିଶେଷ କରି ଅର୍ଦ୍ଧ ସହରୀ , ଗ୍ରାମାଞ୍ଚଳ ଏବଂ  ସାରା ରାଜ୍ୟ ର ଛାତ୍ରଛାତ୍ରୀ ଏଠାରେ ଉପକୃତ ହେଉଛନ୍ତି ।  ଛୋଟ ସହର ଓ ଗାଁ ର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବା ଏବଂ ରାଜ୍ୟର ସୂଦୁର ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ । ଓଡିଶାର ଆଦର୍ଶ ବିଦ୍ୟାଳୟରେ ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାର କରିଛି ବିଜ୍ଞପ୍ତି ।

ଆବେଦନ କରିବାର ଶେଷ ତାରିଖ – ୦୮ – ୦୪ – ୨୦୨୩

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଆଦର୍ଶ ବିଦ୍ୟାଳୟ  ( ଓଡିଶା )

 

ପଦବୀ ର ନାମ – ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ 

 

ମୋଟ୍ ପଦବୀ ସଂଖ୍ୟା – ୩୯୩ ଟି ପଦବୀ 

 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://oav.edu.in/

ବୟସ ସୀମା – 

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୮ ବର୍ଷ

ଶିକ୍ଷାଗତ ଯୋଗ୍ୟତା –

୧) ସ୍ନାତକ ବା ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ  । (କେବଳ ସରକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ )

୨) ଓଡିଆ ଏବଂ ଇଂରାଜୀରେ ଆବଶ୍ୟକତା ଅନୁସାରେ ପଢାଇ ପାରୁ ଥିବା ଦରକାର ।

୩) ବ୍ୟାଚଲର୍ ଇନ୍ ଏଜୁକେସନ୍ ( ବିଇଡି ) ନିହାତି କରିଥିବା ଆବଶ୍ୟକ ।

୪) କମ୍ପ୍ୟୁଟର ଆପ୍ଲିକେସନ୍ ରେ ଜ୍ଞାନ ଥିଲେ ଅଗ୍ରାଧିକାର ପାଇବେ ।

କେଉଁ ସ୍ଥାନରେ ପରୀକ୍ଷା କେନ୍ଦ୍ର ହେବ –

ଦରମା – ୪୪,୯୦୦

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି  ପ୍ରାର୍ଥି ପାଇଁ – ୧୫୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ୧୦୦୦ ଟଙ୍କା

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-

https://cdn.digialm.com//per/g01/pub/726/EForms/image/ImageDocUpload/11/1115368635024757967274.pdf

ଆବେଦନ କରିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://cdn.digialm.com/EForms/configuredHtml/1258/81498/Registration.html

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )