Friday 26th April 2024
ମୋ ବସ୍ ରେ ଚାକିରୀ କରିବାର ସୁଯୋଗ ! ଡ୍ରାଇଭର ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି !

ମୋ ବସ୍ ରେ ଚାକିରୀ କରିବାର ସୁଯୋଗ ! ଡ୍ରାଇଭର ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି !

ବେସରକାରୀ ସ୍ତରରେ ଅନେକ ଡ୍ରାଇଭର ଚାକିରୀ କରୁଛନ୍ତି । ବର୍ତ୍ତମାନ ଡ୍ରାଇଭର ମାନଙ୍କ ପାଇଁ ଆସିଛି ଖୁସି ଖବର । ସରକାରୀ ସ୍ତରରେ ମୋ ବସ୍ ରେ ଚାକିରୀ କରିବା ପାଇଁ  ବାହାରିଛି ବିଜ୍ଞପ୍ତି । 

ଜନସାଧାରଣ ମାନଙ୍କ ଗମନାଗମନ ସେବାରେ ଉତ୍କର୍ଷତା ପ୍ରଦାନ କରିବା ଏବଂ ରାଜଧାନୀ ପରିବହନ ବ୍ୟବସ୍ଥାର ନିରନ୍ତର ଉନ୍ନତି ପାଇଁ ଚେଷ୍ଟା କରିବା କୃଟ୍ ର ମୁଳ ଲକ୍ଷ୍ୟ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ସମସ୍ତଙ୍କର ପସନ୍ଦ ମୋ ବସ୍ । ଦୁଇ ପ୍ରକାର ର ମୋ ବସ୍ ଅଛି । ସବୁଜ ରଙ୍ଗର ମୋ ବସ୍ ନନ୍ ଏସି ହୋଇଥିବା ବେଳେ ନୀଳ ରଙ୍ଗର ମୋ ବସ୍ ଟି ଏସି । ବର୍ତ୍ତମାନ ଇଲେକ୍ଟ୍ରିକ୍ ମୋ ବସ୍ ଚାଲିଲାଣି । ତେବେ ମୋ ବସ୍ ରେ ଅନେକ କର୍ମଚାରୀ କାମ କରୁଛନ୍ତି । ଅନେକ ସମୟରେ ମୋ ବସ୍ ରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ମୋ ବସ୍ ରେ ଡ୍ରାଇଭର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ – ଡ୍ରାଇଭର 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ମୋ ବସ୍ ବିଷୟରେ ଅଧିକ ଜାଣିପାରିବେ – 

https://capitalregiontransport.in/

ବୟସ ସୀମା – 

ସର୍ବନିମ୍ନ ୨୨  ବର୍ଷ

ସର୍ବାଧିକ ୬୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା –

୧) ବିଶେଷ ପ୍ରକାର ର ଶିକ୍ଷାଗତ ଯୋଗ୍ୟତା ର ଆବଶ୍ୟକତା ନାହିଁ । 

୨) ଦଶମ ପାସ୍ କରିଥିଲେ ଭଲ ।

୩) ଓଡିଆ ବୁଝି ପାରୁଥିବା ଦରକାର ।

ଅଭିଜ୍ଞତା –

ଡ୍ରାଇଭିଂ ରେ ଗୋଟିଏ ବର୍ଷର ଅଭିଜ୍ଞତା ଥିଲେ ଭଲ ।

 

ଆବେଦନ କରିବା ପାଇଁ ଏବଂ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ –

ଫୋନ୍ ନମ୍ବର – 9124254717 (ଇଂରାଜୀ)

                               ୯୧୨୪୨୫୪୭୧୭    ( ଓଡିଆ )

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )