ଟିଜିଟି ଏବଂ ପିଜିଟି ଟିଚର ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !
ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତିଆରି ହୋଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)। ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ତା ସହ ଛାତ୍ରଛାତ୍ରୀ ଙ୍କ ସ୍କିଲ୍ ଡେଭେଲପ କରିବା । ଓଡିଶାର ଆଦର୍ଶ ବିଦ୍ୟାଳୟ ୩୧୪ ଟି ବ୍ଲକ୍ ରେ ସ୍ଥାପିତ ହୋଇଛି । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷା ପ୍ରଦାନ କରୁଛି । ଓଏଭିଏସ୍ ର ପୂର୍ଣ୍ଣନାମ ହେଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ । ଓଏଭିଏସ୍ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ , ବିଶେଷ କରି ଅର୍ଦ୍ଧ ସହରୀ , ଗ୍ରାମାଞ୍ଚଳ ଏବଂ ସାରା ରାଜ୍ୟ ର ଛାତ୍ରଛାତ୍ରୀ ଏଠାରେ ଉପକୃତ ହେଉଛନ୍ତି । ଛୋଟ ସହର ଓ ଗାଁ ର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବା ଏବଂ ରାଜ୍ୟର ସୂଦୁର ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ । ଓଡିଶାର ଆଦର୍ଶ ବିଦ୍ୟାଳୟରେ ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାର କରିଛି ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ – ୩୧/୦୭/୨୦୨୩
ଚାକିରୀ କରିବାର ସ୍ଥାନ – ଆଦର୍ଶ ବିଦ୍ୟାଳୟ ( ସୁନ୍ଦରଗଡ ଜିଲ୍ଲା, ଓଡିଶା )
ପଦବୀ ର ନାମ –
- ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ
- ପୋଷ୍ଟ୍ ଗ୍ରାଜୁଏଟ୍ ଶିକ୍ଷକ
ଦରମା –
- ପୋଷ୍ଟ୍ ଗ୍ରାଜୁଏଟ୍ ଶିକ୍ଷକ – ୨୫,୦୦୦ ଟଙ୍କା
- ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକ – ୨୦,୦୦୦ ଟଙ୍କା
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
ବୟସ ସୀମା –
- ସର୍ବନିମ୍ନ ୨୧ ବର୍ଷ
- ସର୍ବାଧିକ ୬୫ ବର୍ଷ
ଶିକ୍ଷାଗତ ଯୋଗ୍ୟତା –
ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
Office Of The OAV,Rajgangpur ( Apply )
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।