Thursday 30th January 2025
କଳିଙ୍ଗ ହସ୍ପିଟାଲ୍ ଭୂବନେଶ୍ୱର ରେ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

କଳିଙ୍ଗ ହସ୍ପିଟାଲ୍ ଭୂବନେଶ୍ୱର ରେ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶାରେ ଅନେକ ପ୍ରକାର ର  ଚାକିରୀ ବାହାରୁଛି । କିନ୍ତୁ ଓଡିଶାରେ ଚାକିରୀ ଆଶାୟୀଙ୍କ ସଂଖ୍ୟା ଅଧିକ । କାହିଁକିନା ଅନେକ ଲୋକ ଯୋଗ୍ୟତା ଏବଂ ଦକ୍ଷତା ଥାଇ ମଧ୍ୟ ଚାକିରୀ ପାଉନାହାନ୍ତି । ଚାକିରୀ ନ ପାଇବାର ଅନେକ କାରଣ ଥାଇପାରେ । କିନ୍ତୁ ଚାକିରୀର ସଂନ୍ଧାନ ନ ପାଇବା ହେଉଛି ମୁଖ୍ୟ କାରଣ । ହସ୍ପିଟାଲ୍ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତିଙ୍କର ଚାକିରୀ କରିବା ର ଇଚ୍ଛା ଥାଏ । ବର୍ତ୍ତମାନ ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଭୂବନେଶ୍ୱର ରେ ଥିବା କଳିଙ୍ଗ ହସ୍ପିଟାଲ୍ । ଆସିଷ୍ଟାଣ୍ଡ ମ୍ୟାନେଜର ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡିଶାର କଳିଙ୍ଗ ହସ୍ପିଟାଲ୍ ରେ ବାହାରିଛି ବଡ ଧରଣର ବିଜ୍ଞପ୍ତି ।

ଭୂବନେଶ୍ୱର ରେ ଥିବା କଳିଙ୍ଗ ହସ୍ପିଟାଲ୍  ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ବାହାରକରିଛି ବିଜ୍ଞପ୍ତି ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ କଳିଙ୍ଗ ହସ୍ପିଟାଲ୍ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://app.kalingahospital.com/kalingahospital/

ପଦବୀ – ଆସିଷ୍ଟାଣ୍ଡ ମ୍ୟାନେଜର 

ଚାକିରୀ କରିବାର ସ୍ଥାନ – କଳିଙ୍ଗ ହସ୍ପିଟାଲ୍ ଭୂବନେଶ୍ୱର 

 

ଶିକ୍ଷାଗତ ଯୋଗ୍ୟତା –

୧) ଏମଏଚଏ ବା ମାଷ୍ଟର ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ 

୨) ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଇନ୍ ହସ୍ପିଟାଲ୍ ମ୍ୟାନେଜମେଣ୍ଟ୍ 

 

ଅଭିଜ୍ଞତା –

୧)  ଏନଏବିଏଚ୍ ବା ନ୍ୟାସନାଲ୍ ଏକ୍ରିଡିଟେସନ୍ ବୋର୍ଡ ଅଫ୍ ହସ୍ପିଟାଲ୍ସ୍ ଆଣ୍ଡ ହେଲଥ୍ କେୟାର ପ୍ରୋଭାଇଡର

୨) ଏନ୍ଏବିଏଲ୍ ବା ନ୍ୟାସନାଲ୍ ଏକ୍ରିଡିଟେସନ୍ ବୋର୍ଡ ଫୋର ଟେଷ୍ଟିଂ ଆଣ୍ଡ କାଲିବେରେସନ୍ ଲାବୋରୋଟୋରିଜ୍ 

ଏହି ଦୁଇଟିରେ ନିହାତି ଅଭିଜ୍ଞତା ଥିବା ଦରକାର ।

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://app.kalingahospital.com/kalingahospital/career?jobID=22

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )