Tuesday 23rd April 2024
ରିଲେସନ୍ ସିପ୍ ମ୍ୟାନେଜର ପାଇଁ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ରିଲେସନ୍ ସିପ୍ ମ୍ୟାନେଜର ପାଇଁ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ର ପୁରାନାମ ହେଉଛି ଇଣ୍ଡଷ୍ଟ୍ରିୟାଲ୍ କ୍ରେଡିଟ୍ ଆଣ୍ଡ ଇନଭେଷ୍ଟମେଣ୍ଟ କୋର୍ପୋରେସନ୍ ଅଫ ଇଣ୍ଡିଆ ।  ଇଣ୍ଡଷ୍ଟ୍ରିୟାଲ୍ କ୍ରେଡିଟ୍ ଆଣ୍ଡ ଇନଭେଷ୍ଟମେଣ୍ଟ କୋର୍ପୋରେସନ୍ ଅଫ ଇଣ୍ଡିଆ ବ୍ୟାଙ୍କ ହେଉଛି ଗୋଟିଏ ଇଣ୍ଡିଆନ୍ ମଲ୍ଟିନ୍ୟାସନାଲ୍ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ।  ବିଭିନ୍ନ ପ୍ରକାରର ସୁବିଧା ଏହି ବ୍ୟାଙ୍କ ପ୍ରଦାନ କରେ । ତେଣୁ ଏଣ୍ଟରପ୍ରେନର ଏବଂ ଶିଳ୍ପପତୀ ମାନଙ୍କ ଖୁବ୍ ପସନ୍ଦ ଏହି ବ୍ୟାଙ୍କ । ଏଥିରେ ଚାକିରୀ କରିବା ପାଇଁ ଚାକିରୀ ଆଶାୟୀ ମାନଙ୍କର ସଂଖ୍ୟା କମ୍ ନୁହଁ । ଭାରତରେ ଆଇସିଆଇସିଆଇ ବ୍ୟାଙ୍କ ଏକ ବଡ ବ୍ୟାଙ୍କ ଯାହାର ଓଡିଶାରେ ମଧ୍ୟ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ତେଣୁ ଅନେକ ସମୟରେ ଆଇସିଆଇସିଆଇ ବ୍ୟାଙ୍କରେ ବିଭିନ୍ନ ବର୍ଗର ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କରେ ବାହାରିଛି ନିଯୁକ୍ତି ବିଜ୍ଞପ୍ତି । ରିଲେସନ୍ ସିପ୍ ମ୍ୟାନେଜର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ଓଡିଶା ପାଇଁ ମଧ୍ୟ ଭ୍ୟାକେନ୍ସି ଅଛି । ତେଣୁ ଶୀଘ୍ର ଆବେଦନ କରନ୍ତୁ ।

ପଦବୀ – 

  • ରିଲେସନ୍ ସିପ୍ ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆଇସିଆଇସିଆଇ ବ୍ୟାଙ୍କ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.icicibank.com/

ଶିକ୍ଷାଗତ ଯୋଗ୍ୟତା  – 

  • ମାଷ୍ଟର ଇନ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍.ବି.ଏ) ବା ବିଜନେସ ଆଡମିନିଷ୍ଟ୍ରେସନ୍ ରେ ସ୍ନାତକୋତ୍ତର କରିଥିବା ଦରକାର ।

 

ଅଭିଜ୍ଞତା – 

  • ୦ ରୁ ୫ ବର୍ଷର ଅଭିଜ୍ଞତା ।

 

କେଉଁ ସ୍ଥାନ ପାଇଁ ବାହାରିଛି ଏହି ବିଜ୍ଞପ୍ତି –

  • ଭୁବନେଶ୍ୱର
  • ପାଟନା
  • ହାଇଦ୍ରାବାଦ୍ 
  • ରାଞ୍ଚି
  • କୋଲକାତା
  • ରାଇପୁର୍ 
  • ବିଶାଖାପାଟନାମ୍

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏବଂ ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ – 

https://www.icicicareers.com/website/Jobs/Hot-Jobs/2055073.html

 

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ –

Click Here 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )