
୫୦ ବିଲିୟନ ଡଲାରର ଏହି ଇଣ୍ଡଷ୍ଟ୍ରି, ଗ୍ରାଫିକ୍ ଡିଜାଇନର ହୋଇ ଗଢ଼ନ୍ତୁ କ୍ୟାରିୟର
ଆଜିର ସମୟରେ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି, ଫୁଡ୍ ଇଣ୍ଡଷ୍ଟ୍ରି, ଅଟୋ ଇଣ୍ଡଷ୍ଟ୍ରି, ଟେକ୍ ଇଣ୍ଡଷ୍ଟ୍ରି, ପବ୍ଲିକେସନ ହାଉସେସ୍, ନିଜ କମ୍ପାନୀ ଠାରୁ ଆରମ୍ଭ କରି ଗୁଗଲ, ଆମାଜନ୍ ଭଳି ମଲ୍ଟି ନାସନାଲ କମ୍ପାନୀ ଗୁଡ଼ିକକୁ ଗ୍ରାଫିକ୍ ଡିଜାଇନର ଦରକାର ହୋଇଥାଏ । ଏହା ଏକ କାରଣ କି ଗ୍ରାଫିକ୍ ଡିଜାଇନ୍ ଫିଲ୍ଡ ଆଜି ୫୦ ବିଲିୟନ ଡଲାରର ଇଣ୍ଡଷ୍ଟ୍ରି ହୋଇସାରିଛି । ଯଦି ଆପଣ ବି ବିଜ୍ନେସ୍ କରିବାକୁ ତେବେ ଗ୍ରାଫିକ୍ ଡିଜାଇନର କୋର୍ସ କରିବା ପରେ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ଆପଣ କ୍ୟାରିୟର ଗଢ଼ିପାରିବେ ।ଯଦି ଆପଣ କ୍ରିଏଟିଭ୍ ବ୍ୟକ୍ତି ଅଟନ୍ତି ଶବ୍ଦ ମାନଙ୍କ ସହ ଖେଳିବାକୁ ପସନ୍ଦ କରନ୍ତି ଓ ରଙ୍ଗ, ଡିଜାଇନ୍ ରେ ଆପଣଙ୍କ ରୁଚି ଅଛି । ତେବେ ଗ୍ରାଫିକ୍ ଡିଜାଇନ୍ ଆପଣଙ୍କ ପାଇଁ ଗୋଟିଏ ଭଲ କ୍ୟାରିୟର ଅପସନ ହୋଇପାରେ । କାରଣ ଅଜିର ସମୟରେ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି, ଫୁଡ୍ ଇଣ୍ଡଷ୍ଟ୍ରି, ଅଟୋ ଇଣ୍ଡଷ୍ଟ୍ରି, ଟେକ୍ ଇଣ୍ଡଷ୍ଟ୍ରି, ପବ୍ଲିକେସନ ହାଉସେସ୍ ନିଜ କମ୍ପାନୀ ଠାରୁ ଆରମ୍ଭ କରି ଗୁଗଲ, ଆମାଜନ୍ ଭଳି ମଲ୍ଟି ନାସନାଲ କମ୍ପାନୀ ଗୁଡ଼ିକକୁ ଗ୍ରାଫିକ୍ ଡିଜାଇନର ଦରକାର ହୋଇଥାଏ । ଏହି କାରଣ ଯୋଗୁଁ ଗ୍ରାଫିକ୍ ଡିଜାଇନ୍ ଫିଲ୍ଡରେ ଗ୍ରୋଥକୁ ଦେଖିକି ୨୦୨୫ ପର୍ଯ୍ୟନ୍ତ ଏହାର ମୁଲ୍ୟ ୧୬୦ ବିଲିୟନ ଡଲର ହୋଇଯିବାର ଅନୁମାନ କରାଯାଉଛି । ଯଦି ଆପଣ ବି ଗ୍ରାଫିକ୍ ଡିଜାଇନ୍ କରି ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ତେବେ ଆପଣ https://www.safalta.com/ ଦ୍ୱାରା ଗ୍ରାଫିକ୍ ଡିଜାଇନ୍ ଶିଖି ଗ୍ରାଫିକ୍ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିପାରିବେ ।
ଗ୍ର୍ରାଫିକ୍ ଡିଜାଇନ୍ ପାଇଁ ୫ଟି କମ୍ପାନୀ ଏବଂ ତା’ର ଦରମା:
• ଗୁଗଲ-୯୦ ହଜାର
• ଫ୍ଲିପକାର୍ଟ-୫୦ହଜାର
• ଆମାଜନ-୩୫ହଜାର
• ଟାଇମ୍ସ ଇଣ୍ଟରଣ୍ଟରନେଟ୍-୩୦ହଜାର
• ମିିନ୍ତ୍ରା-୨୮ହଜାର
କୋଉ ପଦବୀରେ କାମ କରିପାରିବେ:
• ଫ୍ରିଲାନ୍ସ ଗ୍ରାଫିକ୍ ଡିଜାଇନର
• ଇନ୍ ହାଉସ୍ ଗ୍ରାଫିକ୍ ଡିଜାଇନର
• ଏଜେନ୍ସି ଗ୍ରାଫିକ୍ ଡିଜାଇନର
• ଗ୍ରାଫିକ୍ ଡିଜାଇନ ଏଜୁକେଟର
• ଆର୍ଟ ଡାଇରେକ୍ଟର
• ଗ୍ରାଫିକ୍ ଡିଜାଇନର
• ଇଲଷ୍ଟ୍ରେଟର