Friday 26th April 2024
ଷ୍ଟାପ୍ ନର୍ସ ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ଅମରି ହସ୍ପିଟାଲ୍ ! ନର୍ସିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଷ୍ଟାପ୍ ନର୍ସ ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ଅମରି ହସ୍ପିଟାଲ୍ ! ନର୍ସିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଅନେକ ବ୍ୟକ୍ତିଙ୍କର ମେଡିକାଲ କ୍ଷେତ୍ରରେ ଚାକିରୀ କରିବାର ସ୍ୱପ୍ନଥାଏ । କିନ୍ତୁ ଏବେ ସେହି ସ୍ୱପ୍ନ ପୂରଣ କରିପାରିବେ ଆପଣ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଅମରି ହସ୍ପିଟାଲ୍ । ଷ୍ଟାପ୍ ନର୍ସ  ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ଷ୍ଟାପ୍ ନର୍ସ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ଭୂବନେଶ୍ୱରରେ ଷ୍ଟାପ୍ ନର୍ସ ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । 

ପଦବୀ – ଷ୍ଟାପ୍ ନର୍ସ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar?utm_source=GMB&utm_medium=maps&utm_campaign=bbsr-gmb

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଶିକ୍ଷାଗତ ଯୋଗ୍ୟତା –

୧)  ଜେନେରାଲ୍ ନର୍ସିଂ ଆଣ୍ଡ ମିଡୱାଇଫେରୀ (ଜିଏନେମ୍)

୨) ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ନର୍ସିଂ ( ବିଏସି ନର୍ସିଂ )

 

ଅଭିଜ୍ଞତା –

ସର୍ବନିମ୍ନ ୨ ବର୍ଷ ର ଅଭିଜ୍ଞତାର ଆବଶ୍ୟକତା ରହିଛି ।

ଅଧିକ ହେଲେ ଅଗ୍ରାଧିକାର ପାଇବେ ।

 

 

ଏହି ଚାକିରୀ କରିବାପାଇଁ ନିମ୍ନ ଲିଖିତ ଅଭିଜ୍ଞତା ଏବଂ ଦକ୍ଷତା ର ଆବଶ୍ୟକତା ରହିଛି ?

୧)  କ୍ରିଟିକାଲ୍ କେୟାର ବା ଜରୁରୀ କାଳୀନ ସେବା ୟୁନିଟ୍

୨)ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ( ଏନଆଇସିୟୁ )

୩) ଶିଶୁରୋଗ ଚିକିତ୍ସା ୟୁନିଟ୍

୪)  କେମୋଥେରାପି ୟୁନିଟ୍ 

୫)   ଅପରେଟିଂ ଥିଏଟର ( ଓଟି )

୬)  କେଥ୍ ଲାବ୍ 

୭ ) ନିୟୁରୋ-ଆସିୟୁ ଓ୍ୱାର୍ଡ

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.amrihospitals.in/career/apply-job/staff-nursesenior-staff-nurse

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )